Bhubaneswar Buzz

Citizen bloggers

‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଇଆସୁଛି, ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । ସଂସ୍କୃତରେ — ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ, ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍(ଵିଶେଷଣ), ସୁହାର୍ଦ(ଵିଣ), ଵଲ୍ଲଭ(ଵିଣ), ସୁରଭି(ଵିଣ), ସହଚାରିଣୀ(ସ୍ତ୍ରୀ), ସୁହୃତ, ସୁହୃଜ୍ଜନ, ସମାନ, ପ୍ରିୟକୃତ, ବାନ୍ଧଵ, ଵୟମ୍, ସ୍ନେହିନ, ସଧ୍ର୍ଯଞ୍ଚ, ଵହତି, ପ୍ରାଵିତୃ, ସୌହୃଦ, ଭରଣ୍ଯୁ, ପରସ୍ପରଜ୍ଞ, ଵୟସ୍ଯକ,…

ରସଗୋଲା ଆମର – A beautiful blog on Rasagola and its origin by srinibash samal

ରସଗୋଲା ଆମର – A beautiful blog on Rasagola and its origin by srinibash samal

‘ରସଗୋଲା’ କହିବା କ୍ଷଣି ଆମ ପାଟିରେ ଲାଳ ଆସିଯାଏ। ଆଉ ଆସିବନି ବା କେମିତି! ପ୍ରକୃତରେ ତା’ ନାଁ ଅନୁଯାୟୀ ତା’ର ଶାରୀରିକ ଗଠନ ମଧ୍ୟ। ହେଲେ ଏହି ପରିପ୍ରେକ୍ଷୀରେ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ରସଗୋଲାକୁ ନେଇ ଦାବି କରିଆସୁଛି କି “ରସଗୋଲା ଆମର ଓ ଏହାର ଉତ୍ପତ୍ତି ଆମ ରାଜ୍ୟରୁ।” ହେଲେ ଆମ…