ଇଣ୍ଟରନାସନାଲ ସାଇନ୍ସ ଫିଲ୍ମ ଫେଷ୍ଟିଵାଲ ଅଫ ଇଣ୍ଡିଆ ଲାଗି ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଓ ଜୀବନୀ ଉପରେ ନିର୍ମିତ The Last Naked-eye Astronomer ଫିଲ୍ମଟି ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ‘ଵିଜ୍ଞାନ ପ୍ରସାର’ ଦ୍ୱାରା ଆୟୋଜିତ ଏହି ଫିଲ୍ମ ଫେଷ୍ଟିଵାଲ ଏଥର କଲିକତାଠାରେ ଆଗାମୀ ୬-୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ…
