Bhubaneswar Buzz

Citizen Bloggers

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ସାଇନ୍ସ ଫିଲ୍ମ ଫେଷ୍ଟିଵାଲ ଅଫ ଇଣ୍ଡିଆ ଲାଗି ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଓ ଜୀବନୀ ଉପରେ ନିର୍ମିତ The Last Naked-eye Astronomer ଫିଲ୍ମଟି ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ‘ଵିଜ୍ଞାନ ପ୍ରସାର’ ଦ୍ୱାରା ଆୟୋଜିତ ଏହି ଫିଲ୍ମ ଫେଷ୍ଟିଵାଲ ଏଥର କଲିକତାଠାରେ ଆଗାମୀ ୬-୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ…

‘ହାଓଡ଼ି, ମୋଦି!’ ମାନେ କ’ଣ ?

‘ହାଓଡ଼ି, ମୋଦି!’ ମାନେ କ’ଣ ?

  ‘Howdy’ ଶବ୍ଦ ‘How do you do’ ର ସଂକ୍ଷିପ୍ତ ରୂପ ଅଟେ । ‘Howdy’ ଅର୍ଥ ‘ଆପଣ କେମିତି ଅଛନ୍ତି’ । ଟେକ୍ସାସ ଓ ଦକ୍ଷିଣପଶ୍ଚିମ ଆମେରିକୀୟ ରାଜ୍ୟଗୁଡ଼ିକର କଥିତ ଭାଷାରେ ସମ୍ବୋଧନ ସ୍ଥଳେ ଏହି ଶବ୍ଦର ପ୍ରୟୋଗ ହୁଏ । ‘ହାଓଡ଼ି ମୋଦୀ – ସେୟାର ଡ୍ରିମ୍ସ, ବ୍ରାଇଟ ଫ୍ୟୁଚର’ ହେଉଛି…

କେତେ ନାଁରେ ଏଇ ଆମ ଭାରତ

କେତେ ନାଁରେ ଏଇ ଆମ ଭାରତ

ପୃଥିଵୀର ସମସ୍ତ ପ୍ରାଚୀନ କଳା, ସଂସ୍କୃତି, ଭାଷା, ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି- “ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।” (ଵିଷ୍ଣୁ ପୁରାଣ(୨।୩।୨୪)) ଅର୍ଥାତ୍ “ଦେଵତା ଗୀତ ଗାୟନ…

ସୀମାରେ ଥିବା ସୈନ୍ୟଙ୍କ ଲାଗି କଲେଜଗୁଡ଼ିକରୁ ସଂଗ୍ରହ ହେଲା ରାକ୍ଷୀ

ସୀମାରେ ଥିବା ସୈନ୍ୟଙ୍କ ଲାଗି କଲେଜଗୁଡ଼ିକରୁ ସଂଗ୍ରହ ହେଲା ରାକ୍ଷୀ

ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭଉଣୀର ସୁରକ୍ଷାପାଇଁ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲେଶ୍ଵରରୁ ଏବିଭିପି ଛାତ୍ର ସଂଗଠନ ପରିଷଦ ପକ୍ଷରୁ ସେନାରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ଶୁଭ ମନାସି କାର୍ଯ୍ୟକର୍ତ୍ତାମାନେ ସମଗ୍ର ବାଲେଶ୍ଵର ଜିଲ୍ଲାର ଅଧିକାଂଶ କଲେଜରୁ ରାକ୍ଷୀ…

‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଇଆସୁଛି, ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । ସଂସ୍କୃତରେ — ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ, ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍(ଵିଶେଷଣ), ସୁହାର୍ଦ(ଵିଣ), ଵଲ୍ଲଭ(ଵିଣ), ସୁରଭି(ଵିଣ), ସହଚାରିଣୀ(ସ୍ତ୍ରୀ), ସୁହୃତ, ସୁହୃଜ୍ଜନ, ସମାନ, ପ୍ରିୟକୃତ, ବାନ୍ଧଵ, ଵୟମ୍, ସ୍ନେହିନ, ସଧ୍ର୍ଯଞ୍ଚ, ଵହତି, ପ୍ରାଵିତୃ, ସୌହୃଦ, ଭରଣ୍ଯୁ, ପରସ୍ପରଜ୍ଞ, ଵୟସ୍ଯକ,…

ଶ୍ରାଵଣ ଅମାଵାସ୍ୟା ପାଳନ, କେଉଁଠି କେମିତି… #OdiaPost

ଶ୍ରାଵଣ ଅମାଵାସ୍ୟା ପାଳନ, କେଉଁଠି କେମିତି… #OdiaPost

ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କର ମସ୍ତକରେ ଯେଉଁ  ଚିତାମାନ ‘ଉଲାଗି’ କରାଯାଇଥାଏ, ସେଗୁଡ଼ିକ ‘ଲାଗି’ କରିବା ହେଉଛି ଶ୍ରୀମନ୍ଦିରରେ ଏହି ଦିନର ଧାର୍ମିକ ପରମ୍ପରା । କେତେକ ଐତିହାସିକଙ୍କ ମତରେ ଏହା ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପ୍ରଚଳିତ ହେଉଛି । ପୁରୀ, ଗଞ୍ଜାମ, ନୟାଗଡ଼, ଅଵିଭକ୍ତ କଟକ ଓ ଢେଙ୍କାନାଳ ଆଦି ଅଞ୍ଚଳରେ ଏହା ଚିତଉ ଅମାଵାସ୍ଯା ଭାଵେ ଖ୍ୟାତ ।  ଏହି ଅଵସରରେ ଏଠାକାର ଘରେ ଘରେ ଚିତଉ ପିଠା ଓ କ୍ଷୀରି ହୋଇଥାଏ ଏଵଂ…