Bhubaneswar Buzz

Citizen Bloggers

ହୃଦୟର ଭାଷା – ମାତୃଭାଷା

ହୃଦୟର ଭାଷା – ମାତୃଭାଷା

ହୃଦୟର ଭାଷା – ମାତୃଭାଷା ଵିଶ୍ଵରେ ପ୍ରଚଳିତ ପ୍ରତ୍ୟେକ କଥିତ ଭାଷା ଏକ ସ୍ୱତନ୍ତ୍ର ସଂସ୍କୃତିର ପରିଚୟ ଵହନ କରିଥାନ୍ତି । ଆମ ସଭିଙ୍କ ପାଇଁ ମାତୃଭାଷା ହେଉଛି ଏକ ମୂଲ୍ୟବାନ ସମ୍ପଦ ମଧ୍ୟରୁ ଗୋଟିଏ । ଏହି ସମ୍ପଦକୁ ସଂରକ୍ଷିତ ରଖି ପରଵର୍ତ୍ତୀ ପିଢ଼ି ପାଇଁ ଅଗ୍ରସାରିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।…

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…

ସନ୍ନିରୋଧନ (Lockdown) ମଧ୍ୟରେ ଆପଣ ଘରେ ଅଛନ୍ତି, ଆଉ ସୁରକ୍ଷିତ ଅଛନ୍ତି । ଏଥିସହ ଆପଣ ପର୍ଯ୍ୟାପ୍ତ ସମୟ ନିଜ ପରିଵାର ପାଇଁ ଦେଉଛନ୍ତି । ଏହି ସମୟ ଯାକ ଆପଣଙ୍କ ପିଲା ଆପଣଙ୍କ ପ୍ରତ୍ୟକ୍ଷ ସ୍ନେହ ଯତ୍ନ ପାଇ ଖୁସି ହେଉଥିଵ ନିଶ୍ଚୟ । ଆପଣ ଜାଣନ୍ତି କି ?, ପିଲାମାନଙ୍କୁ ଖେଳରେ ଖେଳରେ…

FactCheck: Viral ହୋଇଥିଵା ଏହି ଫଟୋ ପାରିଜାତ ଫୁଲ ନୁହେଁ । ପ୍ରକୃତ ପାରିଜାତ ଫୁଲ ଚିହ୍ନନ୍ତୁ

FactCheck: Viral ହୋଇଥିଵା ଏହି ଫଟୋ ପାରିଜାତ ଫୁଲ ନୁହେଁ । ପ୍ରକୃତ ପାରିଜାତ ଫୁଲ ଚିହ୍ନନ୍ତୁ

ଏପ୍ରିଲ ମାସ ଶେଷ ସପ୍ତାହରେ WhatsApp ରେ ଵାଇରାଲ ହୋଇଥିଵା ଏହି ପେପର କଟିଂଟିର ସତ୍ୟ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲାର ଵ୍ୟକ୍ତି ଜଣକ ନିଜ ଘରେ ଯେଉଁ ପାରିଜାତ ଫୁଲ ଫୁଟିଛି ବୋଲି ଦାବି କରିଛନ୍ତି, ତାହା ଭୁଲ ପ୍ରମାଣିତ ହୋଇଛି । ଉଦ୍ଭିଦ ପ୍ରେମୀ ଡାକ୍ତର ଦେଵାଶିଷ ଜେଠୀଙ୍କ ଅନୁୁୁ୍ଧ୍ୟାନରୁ ଜଣା ପଡ଼ିଲା…

ବଙ୍ଗାଳି – ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵା ଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ?

ବଙ୍ଗାଳି – ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵା ଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ?

―ଭାଷା― ୧) ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ୟ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ୨) ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ୟ ରହିଥିଲା ।…