Bhubaneswar Buzz
 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

— ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା — ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି…