Bhubaneswar Buzz

Discover Odisha

ଓଡ଼ିଆ ନୂଆଵର୍ଷ – ନିଆରା ଆମ ପରମ୍ପରା

ଓଡ଼ିଆ ନୂଆଵର୍ଷ – ନିଆରା ଆମ ପରମ୍ପରା

ମହା ଵିଷୁଵ ସଙ୍କ୍ରାନ୍ତିରୁ ଓଡ଼ିଆ ଵର୍ଷ ଗଣନା ଆରମ୍ଭ ହେଉଥିଵାରୁ ଓଡ଼ିଆ ପରିଵାରରେ ଦେଵଦେଵୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ରସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେଵତା…

କୁଣ୍ଢାକୁଣ୍ଢି ଵା କୁଣ୍ଢି କାଞ୍ଚି ଅମାଵାସ୍ୟା

କୁଣ୍ଢାକୁଣ୍ଢି ଵା କୁଣ୍ଢି କାଞ୍ଚି ଅମାଵାସ୍ୟା

କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଘରେ ପାଳନ ହୋଇଥାଏ ଅତିକମରେ ଚାରିଟିରୁ ପାଞ୍ଚଟି ପର୍ଵ। ସମଗ୍ର ଓଡ଼ିଶାର ପର୍ଵପର୍ଵଣି କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ…

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…

FactCheck: Viral ହୋଇଥିଵା ଏହି ଫଟୋ ପାରିଜାତ ଫୁଲ ନୁହେଁ । ପ୍ରକୃତ ପାରିଜାତ ଫୁଲ ଚିହ୍ନନ୍ତୁ

FactCheck: Viral ହୋଇଥିଵା ଏହି ଫଟୋ ପାରିଜାତ ଫୁଲ ନୁହେଁ । ପ୍ରକୃତ ପାରିଜାତ ଫୁଲ ଚିହ୍ନନ୍ତୁ

ଏପ୍ରିଲ ମାସ ଶେଷ ସପ୍ତାହରେ WhatsApp ରେ ଵାଇରାଲ ହୋଇଥିଵା ଏହି ପେପର କଟିଂଟିର ସତ୍ୟ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲାର ଵ୍ୟକ୍ତି ଜଣକ ନିଜ ଘରେ ଯେଉଁ ପାରିଜାତ ଫୁଲ ଫୁଟିଛି ବୋଲି ଦାବି କରିଛନ୍ତି, ତାହା ଭୁଲ ପ୍ରମାଣିତ ହୋଇଛି । ଉଦ୍ଭିଦ ପ୍ରେମୀ ଡାକ୍ତର ଦେଵାଶିଷ ଜେଠୀଙ୍କ ଅନୁୁୁ୍ଧ୍ୟାନରୁ ଜଣା ପଡ଼ିଲା…