This is a comprehensive list of links that might be useful for those searching for Odia language input tools for typing in Odia alphabet, or reading an Odia book online or even learning about a village fair or cuisine…

This is a comprehensive list of links that might be useful for those searching for Odia language input tools for typing in Odia alphabet, or reading an Odia book online or even learning about a village fair or cuisine…
ଶରତ ପୂର୍ଣ୍ଣିମାରେ ଚାନ୍ଦ ପୂଜା ଵିଜ୍ଞାନୀଙ୍କ ମତରେ, ଶରତ ପୂର୍ଣ୍ଣମୀରେ ଷୋହଳ କଳାଯୁକ୍ତ ଚନ୍ଦ୍ର, ପୃଥିଵୀର ନିକଟତର ଓ ଶୁଭ୍ରତର ହୋଇ ଜ୍ୟୋତ୍ସ୍ନାମୃତ ଵର୍ଷା କରନ୍ତି । ଚନ୍ଦ୍ରଙ୍କର କିରଣରେ ଅନେକ ରୋଗକୁ ଭଲ କରିଵାର ଶକ୍ତି ରହିଛି । ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ କିରଣ ସ୍ପର୍ଶରେ ଅର୍ପିତ କ୍ଷୀର ଭୋଗ ଅମୃତ ସମାନ…
ହିନ୍ଦୁ ପରମ୍ପରାରେ ରକ୍ଷା ବନ୍ଧନ ଏକ ସ୍ୱତନ୍ତ୍ର ପର୍ବ, ଯାହା ସାରା ଭାରତ ବର୍ଷରେ ପାଳନ କରାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମା ବା ଇଂରାଜୀ ଅଗଷ୍ଟ ମାସରେ, ପ୍ରତ୍ୟେକ ଭଉଣୀ ତାର ଭାଇ ହାତରେ ଏହି ଦିନ ରାକ୍ଷୀ ବାନ୍ଧିଥାଏ । ପରମ୍ପରା ଅନୁସାରେ ହିନ୍ଦୁ ସମାଜରେ ବିଶ୍ୱାସ ଅଛି ଯେ, ଭଉଣୀ ତା’…
ଵିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା (UPSC, OPSC, NET) OSOU, ସ୍ନାତକୋତ୍ତର ଓଡ଼ିଆ (ଏମଏ ଓଡ଼ିଆ) (MA ODIA) ଉଭୟ ଦୂର ଓ ନିରନ୍ତର ଶିକ୍ଷାପାଇଁ ଉପଯୋଗୀ ଓଡ଼ିଆ ସଂକ୍ଷିପ୍ତଉତ୍ତରମୂଳକ ପ୍ରଶ୍ନୋତ୍ତର ଵିଷୟ : ସ୍ନାତକୋତ୍ତର ଓଡ଼ିଆ ପ୍ରଥମ ସେମିଷ୍ଟର ପ୍ରାକ୍ ସାରଳା ସାହିତ୍ୟ (ପୃଷ୍ଠଭୂମି, ଶିଳାଲେଖ ସାହିତ୍ୟ, ପ୍ରାକ୍ ସାରଳା ସାହିତ୍ୟ, ଭାଷାତାତ୍ତ୍ଵିକ ଅଧ୍ୟୟନ) (MAOD…
ମହା ଵିଷୁଵ ସଙ୍କ୍ରାନ୍ତିରୁ ଓଡ଼ିଆ ଵର୍ଷ ଗଣନା ଆରମ୍ଭ ହେଉଥିଵାରୁ ଓଡ଼ିଆ ପରିଵାରରେ ଦେଵଦେଵୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ରସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେଵତା…
ହୃଦୟର ଭାଷା – ମାତୃଭାଷା ଵିଶ୍ଵରେ ପ୍ରଚଳିତ ପ୍ରତ୍ୟେକ କଥିତ ଭାଷା ଏକ ସ୍ୱତନ୍ତ୍ର ସଂସ୍କୃତିର ପରିଚୟ ଵହନ କରିଥାନ୍ତି । ଆମ ସଭିଙ୍କ ପାଇଁ ମାତୃଭାଷା ହେଉଛି ଏକ ମୂଲ୍ୟବାନ ସମ୍ପଦ ମଧ୍ୟରୁ ଗୋଟିଏ । ଏହି ସମ୍ପଦକୁ ସଂରକ୍ଷିତ ରଖି ପରଵର୍ତ୍ତୀ ପିଢ଼ି ପାଇଁ ଅଗ୍ରସାରିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।…
କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଘରେ ପାଳନ ହୋଇଥାଏ ଅତିକମରେ ଚାରିଟିରୁ ପାଞ୍ଚଟି ପର୍ଵ। ସମଗ୍ର ଓଡ଼ିଶାର ପର୍ଵପର୍ଵଣି କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ…
ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…
ଏପ୍ରିଲ ମାସ ଶେଷ ସପ୍ତାହରେ WhatsApp ରେ ଵାଇରାଲ ହୋଇଥିଵା ଏହି ପେପର କଟିଂଟିର ସତ୍ୟ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲାର ଵ୍ୟକ୍ତି ଜଣକ ନିଜ ଘରେ ଯେଉଁ ପାରିଜାତ ଫୁଲ ଫୁଟିଛି ବୋଲି ଦାବି କରିଛନ୍ତି, ତାହା ଭୁଲ ପ୍ରମାଣିତ ହୋଇଛି । ଉଦ୍ଭିଦ ପ୍ରେମୀ ଡାକ୍ତର ଦେଵାଶିଷ ଜେଠୀଙ୍କ ଅନୁୁୁ୍ଧ୍ୟାନରୁ ଜଣା ପଡ଼ିଲା…