Bhubaneswar Buzz

Stories by People

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ସାଇନ୍ସ ଫିଲ୍ମ ଫେଷ୍ଟିଵାଲ ଅଫ ଇଣ୍ଡିଆ ଲାଗି ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଓ ଜୀବନୀ ଉପରେ ନିର୍ମିତ The Last Naked-eye Astronomer ଫିଲ୍ମଟି ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ‘ଵିଜ୍ଞାନ ପ୍ରସାର’ ଦ୍ୱାରା ଆୟୋଜିତ ଏହି ଫିଲ୍ମ ଫେଷ୍ଟିଵାଲ ଏଥର କଲିକତାଠାରେ ଆଗାମୀ ୬-୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ…

‘ହାଓଡ଼ି, ମୋଦି!’ ମାନେ କ’ଣ ?

‘ହାଓଡ଼ି, ମୋଦି!’ ମାନେ କ’ଣ ?

  ‘Howdy’ ଶବ୍ଦ ‘How do you do’ ର ସଂକ୍ଷିପ୍ତ ରୂପ ଅଟେ । ‘Howdy’ ଅର୍ଥ ‘ଆପଣ କେମିତି ଅଛନ୍ତି’ । ଟେକ୍ସାସ ଓ ଦକ୍ଷିଣପଶ୍ଚିମ ଆମେରିକୀୟ ରାଜ୍ୟଗୁଡ଼ିକର କଥିତ ଭାଷାରେ ସମ୍ବୋଧନ ସ୍ଥଳେ ଏହି ଶବ୍ଦର ପ୍ରୟୋଗ ହୁଏ । ‘ହାଓଡ଼ି ମୋଦୀ – ସେୟାର ଡ୍ରିମ୍ସ, ବ୍ରାଇଟ ଫ୍ୟୁଚର’ ହେଉଛି…