Bhubaneswar Buzz

railway

ମଞ୍ଚେଶ୍ଵରରେ ରେଳଡବା କାରୁଶାଳା ଛାତରେ ପ୍ରତିଷ୍ଠା ହେବ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ

ମଞ୍ଚେଶ୍ଵରରେ ରେଳଡବା କାରୁଶାଳା ଛାତରେ ପ୍ରତିଷ୍ଠା ହେବ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ

ପୂର୍ବତଟ ରେଳପଥ ଅନ୍ତର୍ଗତ ମଞ୍ଚେଶ୍ଵର ରେଲଡବା ମରାମତି କାରଖାନାପାଇଁ ଶକ୍ତି ଚାହିଦାମେଣ୍ଟାଇବା ପାଇଁ ନିରନ୍ତର  ସୌରଶକ୍ତି ଯୋଗାଣ ବ୍ୟବସ୍ଥା ହେବାକୁ ଯାଉଛି । ଏଥିପାଇଁ  ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ମଞ୍ଚେଶ୍ଵର ଠାରେ ପ୍ରତିଷ୍ଠା ହେବ ସୌର ଶକ୍ତି ପ୍ଲାଣ୍ଟ ।   ୬୫୦୦ ବର୍ଗ ପରିମିତ କ୍ଷେତ୍ରରେ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ…