Bhubaneswar Buzz

odia

ଛାତ୍ରଛାତ୍ରୀଙ୍କ ନିଆରା ଭ୍ରମଣ କାର୍ଯ୍ୟକ୍ରମ – ଵିଶ୍ଵ ସଂଗ୍ରହାଳୟ ଦିଵସରେ ବୁଲିଲେ ସ୍ୱଳ୍ପ ପରିଚିତ ଗୁରୁତ୍ତ୍ୱ ଵହନ କରୁଥିଵା ଗ୍ରାମାଞ୍ଚଳର ସଂଗ୍ରହାଳୟ

ଛାତ୍ରଛାତ୍ରୀଙ୍କ ନିଆରା ଭ୍ରମଣ କାର୍ଯ୍ୟକ୍ରମ – ଵିଶ୍ଵ ସଂଗ୍ରହାଳୟ ଦିଵସରେ ବୁଲିଲେ ସ୍ୱଳ୍ପ ପରିଚିତ ଗୁରୁତ୍ତ୍ୱ ଵହନ କରୁଥିଵା ଗ୍ରାମାଞ୍ଚଳର ସଂଗ୍ରହାଳୟ

୧୮ ମଇ ଥିଲା ଵିଶ୍ଵ ସଂଗ୍ରହାଳୟ ଦିଵସ । ସଂଗ୍ରହାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ଵୃଦ୍ଧି କରେ । ସମୟେ ସମୟେ ସଂଗ୍ରହାଳୟମାନ ବୁଲି ଗବେଷଣାତ୍ମକ ଜ୍ଞାନ ଆହରଣ କରିଵାକୁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରଵର୍ତ୍ତାଇଥାଉ । କିନ୍ତୁ ଦୁଃଖର କଥା ଯେ, ଵିଦେଶରେ ଏପରି ସୁବିଧା ହାତ ପାଆନ୍ତରେ ଥିଵା ଵେଳେ, ଓଡ଼ିଶାରେ ଅଧିକାଂଶ ସଂଗ୍ରହାଳୟମାନ…

On this Utkala Dibasa  don’t miss : Ei Odisha Bhuin (Odia patriotic song) ଏଇ ଓଡ଼ିଶା ଭୂଇଁ (ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ)

On this Utkala Dibasa don’t miss : Ei Odisha Bhuin (Odia patriotic song) ଏଇ ଓଡ଼ିଶା ଭୂଇଁ (ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ)

  ପୂଣ୍ୟଭୂଇଁ ଓଡ଼ିଶା ଯାହାର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସନାତନ ଚତୁର୍ଧାମ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଅଦ୍ୟାଵଧି ବଞ୍ଚିରହିଛି ଭାରତର ପ୍ରାଚୀନତମ ତଥା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଯେଉଁଠି ପ୍ରଚଳିତ ଓଡ଼ିଆ ଭାଷା ଆଜିର ଏକମାତ୍ର ଉତ୍ତର ଭାରତୀୟ ଶାସ୍ତ୍ରୀୟ ଭାଷା , ଯାହାର ପଟ୍ଟଚିତ୍ର ଶାସ୍ତ୍ରୀୟ ଵିଦିତ, ଯାହାର ଓଡ଼ିଶୀ ସଙ୍ଗୀତରେ ରହିଛି ଶାସ୍ତ୍ରୀୟତା…