Bhubaneswar Buzz

festivals

#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ

#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ

  ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ  ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ…

#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା

#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା

ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ…

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

ପଞ୍ଚାମୃତ – ପାଞ୍ଚଟି ଜିନିଷର ସମାହାରରେ ଅମୃତ ସମ ଦ୍ରବ୍ୟଟିଏ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ କର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ…