


“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…

ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ…

ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ। ସାଢେ…

ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…

ଦିପହରର ଭୋଜନ ସରିଲା ପରେ, ପୁଅ ବାହାରିଲା ଗାଁକୁ ଯିବାକୁ। ଓଡ଼ିଆ କହିପାରୁନଥିବା ବୋହୁ ଓ ନାତୁଣୀ ମଧ୍ୟ ଗାଁକୁ ଯିବାକୁ ମିନିଟିକରେ ରେଡି ହୋଇଗଲେ। ଗାଁର ଘର ଦେଖେଇବାକୁ ସେମାନଙ୍କ ସଙ୍ଗରେ ଯିବାକୁ ବହୁତ ଇଛା ହେଲା। କାରରେ ଭୁବନେଶ୍ବରରୁ ଗାଁ, ମାତ୍ର ଘଣ୍ଟାକର ବାଟ। ଗାଁର ଘର ସାମନାରେ ଗାଡ଼ି ରହିବା…

“ଗଣପତି ବପ୍ପା ମୋରୟା, ମଙ୍ଗଳମୂର୍ତ୍ତି ମୋରୟା, ପୁଢ଼ଚ୍ୟାଵର୍ଷୀ ଲବକରୟା” ଅର୍ଥାତ ‘ହେ ମଙ୍ଗଳକାରୀ ପିତା, ଆର ଥରକୁ ଆହୁରି ଶିଘ୍ର ଆସିବ !’ ଗଣପତି ଗଜଵନ୍ଦନରେ “ମୋରୟା”ର ଏହି ନାଦ କିଛି ଶତାବ୍ଦୀ ମଧ୍ୟରେ ମହାରାଷ୍ଟ୍ରରୁ ଉତ୍ତର ଭାରତରେ ଲୋକପ୍ରିୟ ହୋଇ ଆଜି ଓଡ଼ିଶାରେ ପ୍ରଚଳିତ ହେଲାଣି । ଅଧୁନା ଦେଶରେ ଗଣେଶ ଚତୁର୍ଥୀଠାରୁ ଗଣେଶ…

ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି । ନଵାନ୍ନ ବା ନୂଆ…

ସକାଳୁ …ଦିନ ଯା’କ ବେଳ ଅଛି । ଆଜି ପୁଣି ଗଣେଶ ଚଉଠି ଭଳି ଦିନରେ … ସକାଳୁ ସକାଳୁ କଜିଆ । ଏ ଛୁଆ ଦୁଇଟାଙ୍କୁ ମୁଁ ଆଉ ପାରିବିନି । ଶୁଣ ଟୁବି ବାପା, ଏଇ ଟୁବାକୁ ଆର ବରଷଠୁଁ କଉ ହଷ୍ଟେଲରେ ଛାଡିବ । ମୋର ଆଉ ଶକ୍ତି ନାହିଁ ଏ…

ହିନ୍ଦୁଧର୍ମୀମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା ଆବଶ୍ୟକ ମାନନ୍ତି । ଗଣେଶ ବିଘ୍ନ ହର୍ତ୍ତା ତଥା ଋଦ୍ଧି ଓ ସିଦ୍ଧିଙ୍କ ସ୍ୱାମୀ ଅଟନ୍ତି । ଗଣେଶଙ୍କ ସ୍ମରଣରେ, ଧ୍ୟାନ, ଜପ ଓ ଆରାଧନାରେ କାମନାର ପୂର୍ତ୍ତି ହୋଇଥାଏ ଓ ବିଘ୍ନର ବିନାଶ ହୋଇଥାଏ । ସେ ଅତି ଶୀଘ୍ର ପ୍ରସନ୍ନ…