ପ୍ରଥମ ଥର ପାଇଁ ମୁମ୍ବାଇ ଯାଉଛନ୍ତି ଅଂଶୁ | ଶାଶ୍ଵତ ବହୁତ ଅନୁରୋଧ କରି କହିଛନ୍ତି ତାଙ୍କ ଭଉଣୀ ବାହାଘରରେ ଆସିବା ପାଇଁ | ଶାଶ୍ଵତର ବାହାଘରରେ ଭି ଯାଇ ପାରିନଥିଲେ | ଏଆରପୋର୍ଟରୁ ଆଣିବା ପାଇଁ ନିଜେ ଆସିଛନ୍ତି ତାଙ୍କ କୁନି ଝିଅ ଇଶାକୁ ନେଇ | ଇଶା ପାଇଁ ନେଇଥିବା ଚକୋଲେଟକୁ ଦେଲା…

ପ୍ରଥମ ଥର ପାଇଁ ମୁମ୍ବାଇ ଯାଉଛନ୍ତି ଅଂଶୁ | ଶାଶ୍ଵତ ବହୁତ ଅନୁରୋଧ କରି କହିଛନ୍ତି ତାଙ୍କ ଭଉଣୀ ବାହାଘରରେ ଆସିବା ପାଇଁ | ଶାଶ୍ଵତର ବାହାଘରରେ ଭି ଯାଇ ପାରିନଥିଲେ | ଏଆରପୋର୍ଟରୁ ଆଣିବା ପାଇଁ ନିଜେ ଆସିଛନ୍ତି ତାଙ୍କ କୁନି ଝିଅ ଇଶାକୁ ନେଇ | ଇଶା ପାଇଁ ନେଇଥିବା ଚକୋଲେଟକୁ ଦେଲା…
ପ୍ରତି ଦିନ ସକାଳୁ, ଭୁବନେଶ୍ୱରର ବାଇପାସ ରୋଡ଼ରେ, ଏକ ପନ୍ଦର ଜଣିଆ ପ୍ରାତ ଭ୍ରମଣକାରୀ ଦଳର କିଛି ସଦସ୍ୟ, ସାଇ ମନ୍ଦିର ଛକରୁ ଦୟାନଦୀ ପୋଲ ପର୍ଯ୍ୟନ୍ତ, ରାସ୍ତାରେ ଚାଲନ୍ତି। ମନ ଫୁର୍ତ୍ତି ରହିବ, ଡ଼ଆଇବେଟିସ କମିବ, ସ୍ୱାସ୍ଥ୍ୟ ଭଲ ରହିବ- ଏହି ଭଳି ଅନେକ ମହାନ ଲକ୍ଷ୍ୟ ସମସ୍ତଙ୍କର। ଏମିତି ଏକା ଦୁକା…
ଆଲୋକର ପର୍ବ ଦୀପାବଳି ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ । ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାଵଳି ପାଳନ୍ତି । ଶକ୍ତି ଉପାସକଙ୍କ ପାଇଁ ଦୀପାଵଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନାର ଦିଵସ । ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ…
ଦିଲ୍ଲୀରେ କିଛି ଦିନ ତଳେ ନୂଆଖାଇ ପରବ ପାଳନ ହୋଇଥିଲା। ସେଠାରେ ରହୁଥିବା ସମ୍ବଲପୁରର ଜଣେ ଅନ୍ତରଙ୍ଗ ବନ୍ଧୁ, ଭବାନୀ ଶଙ୍କର ଦୀକ୍ଷିତ ସେ ଉତ୍ସବରେ ଉଠିଥିବା ଅନେକ ଫଟୋ, ଫେସବୁକରେ ଦୁଇ ତିନିଟା କରି, କିଛି ଦିନ ହେଲା ଦେଇ ଚାଲିଥିଲେ। ବନ୍ଧୁ ବନ୍ଧୁଙ୍କ ଭିତରେ କୃତଜ୍ଞତା ଓ ଶୁଭେଛାର ବାର୍ତ୍ତା ବିତରଣ…
କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ…
ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର…
“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି…
“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…
ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ…