Bhubaneswar Buzz

Odia Articles

#OdiaPost ଖଡ଼ିଛୁଆଁ – ସିଲଟ ଉପରେ ବିଦ୍ୟାର ବୀଜ ବୁଣେ ଚାଟ ଵିଦ୍ୟାଶିକ୍ଷାର ଶୁଭାରମ୍ଭ

#OdiaPost ଖଡ଼ିଛୁଆଁ – ସିଲଟ ଉପରେ ବିଦ୍ୟାର ବୀଜ ବୁଣେ ଚାଟ ଵିଦ୍ୟାଶିକ୍ଷାର ଶୁଭାରମ୍ଭ

ଓଡ଼ିଆମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ତିଥିକୁ ଛୋଟ ପିଲାଙ୍କ ଵିଦ୍ୟାରମ୍ଭ ପାଇଁ ଏକ ଶୁଭ ବେଳା ବୋଲି ବିଶ୍ୱାସ କରନ୍ତି । ଓଡ଼ିଆଙ୍କ ଵିଦ୍ୟାରମ୍ଭ, ପାରମ୍ପରିକ ଭାବେ ଵିଧିଵିଧାନ ଅନୁଯାୟୀ ଅନୁଷ୍ଠିତ ହୁଏ । ଶିଶୁର ବୋଧ ଆସିବା ପରେ ଏପରି ଏକ ପବିତ୍ର ଦିନରେ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ…

ବାପାଙ୍କ ଚାପୁଡା : A nice Odia Blog by Prabir Kumar Sahoo

ବାପାଙ୍କ ଚାପୁଡା : A nice Odia Blog by Prabir Kumar Sahoo

ସାଧାରଣତଃ ଶିକ୍ଷକ ମାନଙ୍କ ପରିବାରରେ ଶୃଙ୍ଖଳତାର ଭୂମିକା ବହୁତ ବେଶି ଥାଏ। ମୋ ବାପା ଜଣେ ସାଧାରଣ ଶିକ୍ଷକ ହେଲେ ମଧ୍ୟ ଆମ ଜୀବନର ଶୃଙ୍ଖଳା ଥିଲା ଅଲଗା ପ୍ରକାରର। ଅନ୍ୟ ପିଲାଙ୍କ ଅଭିଭାବକ ଭଳି, ଖାଇବା ବୁଲିବା ଖେଳିବାରେ ବାପା ଆମମାନଙ୍କୁ କେବେ ଆକଟ କରୁ ନଥିଲେ। ବାପା କିନ୍ତୁ ବୟସ ଅନୁସାରେ ଆମମାନଙ୍କ…

ଗାଁର କଥା (୧୪) – ଇଂଲଣ୍ଡ ଲେଟର beautiful blog in Odia by Chandra Sekhar Dash

ଗାଁର କଥା (୧୪) – ଇଂଲଣ୍ଡ ଲେଟର beautiful blog in Odia by Chandra Sekhar Dash

  ତେର ଚଉଦ ବର୍ଷର ଝିଅଟି ଠିଆ ହୋଇଛି ଭାର୍ଗବୀ ନଦୀ କୂଳରେ । ଗମ୍ଭାରି ଗଛର ଛାଇ ତଳେ। ସେଇଠି ଆମ ଗାଁର ଉତ୍ତର ପଶ୍ଚିମ କୋଣରେ ଭାର୍ଗବୀ ନଈ, ବଙ୍କାହୋଇ ଦକ୍ଷିଣକୁ ବହି ଯାଇଛି। ନଈ ତଟରେ ରାୟ ପୁର ଗାଁର ପୋଷ୍ଟ ଅଫିସ ଓ ଆଉ ଟିକିଏ ଦୂରରେ, ଆମ ହାଇ…

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

ଜନ ଗଣ ମନ … ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୫ ଟି ଛନ୍ଦର ସମାହାର ସାଧୁ ବଙ୍ଗଳା ( ସମକକ୍ଷ ଓଡ଼ିଆ)ରେ ଲିଖିତ । ସେଥିରୁ ପ୍ରଥମ ଛନ୍ଦଟି ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଲିଖିତ : ରବୀନ୍ଦ୍ରନାଥ ଠାକୁର ପ୍ରଥମ ଗାନ : ଭାରତୀୟ ଜାତୀୟ କଂଗ୍ରେସର…

ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo

ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo

ହୁଇଲ ଚେୟାରରୁ ସମର ର ହାତଟା ଖସିଗଲା ବେଳକୁ ନିଲୁ ଆସି ଧରି ପକେଇଲା।ହୁଏତ ଅତୀତକୁ ମନେ ପକାଉ ପକାଉ ସମର ର ଆଖି ଲାଗି ଯାଇଥିଲା ହୁଇଲ ଚେୟାର ଉପରେ। ବେଡ଼ ପାଖକୁ ଚେୟାରଟାକୁ ନେଇଯାଇ ସମରକୁ ଲମ୍ବ କରି ଶୁଆଇ ଦେଲା, ତା ମୁଣ୍ଡକୁ ତକିଆ ଉପରେ ରଖି ଆଉଁସିଦେଲା। ଦୁହିଁଙ୍କ ଭିତରର…

ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash

ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash

  ମହାନଦୀର ଅଣନତୁଣୀ ହେଲା ଭାର୍ଗବୀ ନଦୀ। ଆମ ଗାଁକୁ ଦୁଇ ପଟୁ ଘେରି ରହିଛି। ଭାର୍ଗବୀକୁ ଚିରି ଯେଉଁ ନୂଆ ନଈ ଖୋଳା ହେଇଛି, ସେ ଆମ ଗାଁର ପୂର୍ବପଟେ, ଯୌବନ ଶୂନ୍ୟ ଅବସ୍ଥାରେ, ଜନ୍ମ ସମୟରୁ ସମୁଦ୍ର ଆଡକୁ ଲମ୍ବି ଯାଇଛି। ସେ ନୂଆ ନଈ ହେବା ପୂର୍ବରୁ, ପିଲାଦିନେ ଭାର୍ଗବୀର କେତେ…

ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉତ୍ସବ ଆଉ ରକ୍ଷା ବନ୍ଧନ ପରମ୍ପରା

ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉତ୍ସବ ଆଉ ରକ୍ଷା ବନ୍ଧନ ପରମ୍ପରା

  ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ…

ଅନ୍ଧାରର ଆଢୁଆଳରେ ଅଭିମନ୍ୟୁ: କିଛିକଥା କିଛିବ୍ୟଥା : A beautiful blog by Vishwa Pratap Singh

ଅନ୍ଧାରର ଆଢୁଆଳରେ ଅଭିମନ୍ୟୁ: କିଛିକଥା କିଛିବ୍ୟଥା : A beautiful blog by Vishwa Pratap Singh

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ପବିତ୍ର ମାଘ ସପ୍ତମୀ, ୨୩ ଫେବୃଆରୀ ୧୭୬୦ ମସିହାରେ ଯାଜପୁରର ବାଲିଆ ଗ୍ରାମରେ ପିତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ସାମନ୍ତ ସିଂହାର ଏବଂ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ।  ତାଙ୍କର ସାହିତ୍ୟ ପ୍ରତିଭା ଏବଂ ଲେଖନୀଚାଳନା ବାଲ୍ୟକାଳରୁ ଲୋକଲୋଚନକୁ ଆସିଥିଲା। ମାତ୍ର ୧୪ ବର୍ଷ ବୟସରେ…

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି । * ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ…