ମହାରାଷ୍ଟ୍ରର ପୁନେ ସହରରେ ଉଦଘାଟିତ ହୋଇଯାଇଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣ। ପୁନେର ଓଡ଼ିଆ ଅଧିବାସୀମାନଙ୍କ ଦ୍ୱାରା ଗଠିତ ଉତ୍କଳ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ସାମିଲ ହୋଇଛନ୍ତି। ପୁନେର ନିଗଡ଼ିସ୍ଥିତ ମଦନଲାଲ ଢ଼ିଙ୍ଗ୍ରା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଛି। ଡିସେମ୍ବର ୧ ତାରିଖଦିନ ପୁନେର ଜଣେ…
