On today’s “World Book Day” here is a link for a play list containing audio of 50 stories for children from the book “Manoj Das Paribeshita Ardhashata Kishora Kahanee” written by eminent writer Shri Manoj Das. This play list is…

On today’s “World Book Day” here is a link for a play list containing audio of 50 stories for children from the book “Manoj Das Paribeshita Ardhashata Kishora Kahanee” written by eminent writer Shri Manoj Das. This play list is…
ପୂଣ୍ୟଭୂଇଁ ଓଡ଼ିଶା ଯାହାର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସନାତନ ଚତୁର୍ଧାମ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଅଦ୍ୟାଵଧି ବଞ୍ଚିରହିଛି ଭାରତର ପ୍ରାଚୀନତମ ତଥା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଯେଉଁଠି ପ୍ରଚଳିତ ଓଡ଼ିଆ ଭାଷା ଆଜିର ଏକମାତ୍ର ଉତ୍ତର ଭାରତୀୟ ଶାସ୍ତ୍ରୀୟ ଭାଷା , ଯାହାର ପଟ୍ଟଚିତ୍ର ଶାସ୍ତ୍ରୀୟ ଵିଦିତ, ଯାହାର ଓଡ଼ିଶୀ ସଙ୍ଗୀତରେ ରହିଛି ଶାସ୍ତ୍ରୀୟତା…
ଵିଶ୍ୱର ସର୍ଵଵୃହତ ଗଣତନ୍ତ୍ର ଭାରତ ଏହାର ୧୭ତମ ଲୋକସଭା ନିର୍ଵାଚନପାଇଁ ସଜବାଜ ହେଉଥିଵା ଵେଳେ ନିର୍ଵାଚନରେ ଜନତାଙ୍କ ଵ୍ୟାପକ ଅଂଶଗ୍ରହଣ, ଅଧିକ ଵୋଟରଙ୍କୁ ମତଦାନ କରିଵାଲାଗି ପ୍ରେରଣ କରିଵା, ନିର୍ଵାଚନ ସମ୍ପର୍କିତ ଆଲୋଚନା ଓ ନିର୍ଵାଚନ ଵେଳେ ଏକ ସୁସ୍ଥ ବାତାଵରଣ ଗଢ଼ି ତୋଳିଵା ଉଦ୍ଦେଶ୍ୟରେ ଟୁଇଟର ଇଣ୍ଡିଆ ୧୨ଟି ଭାରତୀୟ ଭାଷାପାଇଁ ୧୨ଟି ହାସଟ୍ୟାଗ…
■■■■ମାନକ ଓଡ଼ିଆ■■■■■ ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ । ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ । ୧→ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର…
ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ। ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ ଡିସେମ୍ବର ୧ ରୁ ଆରମ୍ଭ ହୋଇଥିଲା ଓ ଡିସେମ୍ବର ୩୦ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ସହିତ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଟୁର୍ଣ୍ଣାମେଂଟରେ…
ପୁନେର ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ଉତ୍କଳ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ର ଦ୍ବିତୀୟ ସଂସ୍କରଣ। ୮ ଦଳ ସାମିଲ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ କେବଳ ଓଡ଼ିଆ ଖେଳାଳୀ ଖେଳୁଛନ୍ତି ଓ ଦଳଗୁଡିକର ନାମ ଓଡ଼ିଶାର ସହରଗୁଡିକ ଉପରେ ଆଧାରିତ। ଡିସେମ୍ବର ୨୩ ତାରିଖରେ ଟୁର୍ଣ୍ଣାମେଂଟର ଲିଗ…
ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ଅଵସରରେ ଶ୍ରୀଗୌରଵିହାର ଆଶ୍ରମ (ମାତା ମଠ)ରେ ଵ୍ୟଞ୍ଜନ ଦ୍ୱାଦଶୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ପଵିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୧ ପ୍ରକାର ଵ୍ୟଞ୍ଜନ ନୈଵେଦ୍ୟ ଅର୍ପଣ କରାଯାଇଛି । ଭୋରୁ ସମସ୍ତ ଦେଵନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଏବଂ ଶ୍ରୀକୃଷ୍ଣଙ୍କୁ ନୌଵେଦ୍ୟ…
ଗୋଲକ ଵିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ୧୯୨୧ରେ ଜନ୍ମ ହୋଇଥିଲେ । କିନ୍ତୁ ଏ ଯୋଗଜନ୍ମାଙ୍କୁ କୌଣସି ଭୌଗଳିକ ସୀମା ଆବଦ୍ଧ କରିପାରିନଥିଲା । ୧୯୪୩ରେ ରେଵେନ୍ସା ଵିଶ୍ୱଵିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ, ୧୯୪୯ରେ ଲଣ୍ଡନ ଵିଶ୍ୱଵିଦ୍ୟାଳୟ, ସେଠାରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା କରିଥିଲେ । ଭାରତକୁ ଫେରିବା ପରେ ସେ ୧୯୭୫ରେ…
ଵେଳେଵେଳେ ଏମିତି ହୁଏ, ଇ-ଵାଣିଜ୍ୟ ସାଇଟମାନେ ନିଜ ଅସାଵଧାନତା କାରଣରୁ ଗ୍ରାହକମାନଙ୍କୁ ଭୁଲ ଜିନିଷ ପଠାଇଦିଅନ୍ତି । ଅନଲାଇନ ସପିଂ ସାଇଟଗୁଡ଼ିକରେ ମୋବାଇଲ ପରି ଦାମୀ ଜିନିଷ ଅର୍ଡ଼ର କରି ଲୁଗାସଫା ସାବୁନ ପାଇ ଠକି ହୋଇଯାଇଥିଵାର ଖଵର ଅନେକ ଥର ଶୁଣିଛେ କିନ୍ତୁ ଏମିତି ଖଵର କେଵେ ଶୁଣିଥିଲେ କି? ଏଇ ଚର୍ଚ୍ଚିତ ଘଟଣାଟି…
“ହୋଇ ଏକତ୍ରିତ ସ୍ୱର୍ଗ ଦେବଗଣ କରିବେ ଯଦି ମୋ ଜୀବନ ହରଣ, ନ ତେଜିବି ସତ୍ୟପଥ ସଦାଶୟ ଦେବି ନାହିଁ କେବେ ମିଥ୍ୟା କୁ ପ୍ରଶୟ” । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ନିର୍ଭୀକ ସ୍ବାଧୀନଚେତା ପତ୍ରିକା ସମ୍ପାଦକଙ୍କର ଏଇ ପଦଟି ଥିଲା ନିଜସ୍ବ ଆଦର୍ଶ । ସେ କେବଳ ପତ୍ରିକା ସମ୍ପାଦକ ନ…