ବୁଢ଼ା ଶଙ୍ଖାରି “ଅଳଙ୍କାର…ଗୋଟିଏ ପୀଢ଼ି ର ପରିଚୟ କୁ ଅଳଙ୍କୃତ କରୁଥିବା ନିର୍ଜୀବ ବସ୍ତୁ ଟିଏ । ” ମୁଁ କହୁନି , ମୋ ମାମା କହୁ ଥିଲେ ଏହି କଥା ମୋ ମାମା ଓଡ଼ିଆ ସାହିତ୍ୟର ଜଣେ ପାଠକ ଏବଂ ପ୍ରଶଂସକ ରହି ଆସିଛନ୍ତି। ଯେମିତି ପିଢ଼ି ପରେ ପିଢ଼ି ଅଳଙ୍କାର ହସ୍ତାନ୍ତରିତ…

https://www.youtube.com/watch?v=BBn_n7lTa1E Jay Prakash Mishra, a retired Brigadier living all by himself in the city of cuttack writes an email to his grand son Jiten, asking him to be present at his residence in order to perform certain paper…
Technoart Productionz ପରିବାର ତରଫ ରୁ ପ୍ରଥମ ଓଡ଼ିଆ horror web series Panic Shorts ର ପ୍ରଥମ ଅଧ୍ୟାୟ ଇଚ୍ଛା (The Wish) ଆପଣଙ୍କ ପାଇଁ ଉପସ୍ଥିତ। ଏହାକୁ ଦେଖନ୍ତୁ ଆଉ ନିଜ ଲୋକଙ୍କୁ ଦେଖାନ୍ତୁ। ଓଡ଼ିଆ ରେ YouTube content ଉନ୍ନତମାନର ବଜାୟ ରଖିବାକୁ ଉଦ୍ୟମ ଜାରି ରହିବ। Presenting…
Everyone loves chocolates, but what happens to the wrapper after that? Ever wondered! Well, here’s a short story about the Chocolate Jari (Wrapper). Created by – TechnoArt Productionz ____________________________________ TechnoArt Productionz, earlier known as Amiya Patnaik Productions, is one…
ପ୍ରଥମ ଥର ପାଇଁ ମୁମ୍ବାଇ ଯାଉଛନ୍ତି ଅଂଶୁ | ଶାଶ୍ଵତ ବହୁତ ଅନୁରୋଧ କରି କହିଛନ୍ତି ତାଙ୍କ ଭଉଣୀ ବାହାଘରରେ ଆସିବା ପାଇଁ | ଶାଶ୍ଵତର ବାହାଘରରେ ଭି ଯାଇ ପାରିନଥିଲେ | ଏଆରପୋର୍ଟରୁ ଆଣିବା ପାଇଁ ନିଜେ ଆସିଛନ୍ତି ତାଙ୍କ କୁନି ଝିଅ ଇଶାକୁ ନେଇ | ଇଶା ପାଇଁ ନେଇଥିବା ଚକୋଲେଟକୁ ଦେଲା…
ପ୍ରତି ଦିନ ସକାଳୁ, ଭୁବନେଶ୍ୱରର ବାଇପାସ ରୋଡ଼ରେ, ଏକ ପନ୍ଦର ଜଣିଆ ପ୍ରାତ ଭ୍ରମଣକାରୀ ଦଳର କିଛି ସଦସ୍ୟ, ସାଇ ମନ୍ଦିର ଛକରୁ ଦୟାନଦୀ ପୋଲ ପର୍ଯ୍ୟନ୍ତ, ରାସ୍ତାରେ ଚାଲନ୍ତି। ମନ ଫୁର୍ତ୍ତି ରହିବ, ଡ଼ଆଇବେଟିସ କମିବ, ସ୍ୱାସ୍ଥ୍ୟ ଭଲ ରହିବ- ଏହି ଭଳି ଅନେକ ମହାନ ଲକ୍ଷ୍ୟ ସମସ୍ତଙ୍କର। ଏମିତି ଏକା ଦୁକା…
ଦିଲ୍ଲୀରେ କିଛି ଦିନ ତଳେ ନୂଆଖାଇ ପରବ ପାଳନ ହୋଇଥିଲା। ସେଠାରେ ରହୁଥିବା ସମ୍ବଲପୁରର ଜଣେ ଅନ୍ତରଙ୍ଗ ବନ୍ଧୁ, ଭବାନୀ ଶଙ୍କର ଦୀକ୍ଷିତ ସେ ଉତ୍ସବରେ ଉଠିଥିବା ଅନେକ ଫଟୋ, ଫେସବୁକରେ ଦୁଇ ତିନିଟା କରି, କିଛି ଦିନ ହେଲା ଦେଇ ଚାଲିଥିଲେ। ବନ୍ଧୁ ବନ୍ଧୁଙ୍କ ଭିତରେ କୃତଜ୍ଞତା ଓ ଶୁଭେଛାର ବାର୍ତ୍ତା ବିତରଣ…
କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ…
ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର…
“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି…