“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…

“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…
ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ…
ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ। ସାଢେ…
ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…
ଦିପହରର ଭୋଜନ ସରିଲା ପରେ, ପୁଅ ବାହାରିଲା ଗାଁକୁ ଯିବାକୁ। ଓଡ଼ିଆ କହିପାରୁନଥିବା ବୋହୁ ଓ ନାତୁଣୀ ମଧ୍ୟ ଗାଁକୁ ଯିବାକୁ ମିନିଟିକରେ ରେଡି ହୋଇଗଲେ। ଗାଁର ଘର ଦେଖେଇବାକୁ ସେମାନଙ୍କ ସଙ୍ଗରେ ଯିବାକୁ ବହୁତ ଇଛା ହେଲା। କାରରେ ଭୁବନେଶ୍ବରରୁ ଗାଁ, ମାତ୍ର ଘଣ୍ଟାକର ବାଟ। ଗାଁର ଘର ସାମନାରେ ଗାଡ଼ି ରହିବା…
ସକାଳୁ …ଦିନ ଯା’କ ବେଳ ଅଛି । ଆଜି ପୁଣି ଗଣେଶ ଚଉଠି ଭଳି ଦିନରେ … ସକାଳୁ ସକାଳୁ କଜିଆ । ଏ ଛୁଆ ଦୁଇଟାଙ୍କୁ ମୁଁ ଆଉ ପାରିବିନି । ଶୁଣ ଟୁବି ବାପା, ଏଇ ଟୁବାକୁ ଆର ବରଷଠୁଁ କଉ ହଷ୍ଟେଲରେ ଛାଡିବ । ମୋର ଆଉ ଶକ୍ତି ନାହିଁ ଏ…
ତେର ଚଉଦ ବର୍ଷର ଝିଅଟି ଠିଆ ହୋଇଛି ଭାର୍ଗବୀ ନଦୀ କୂଳରେ । ଗମ୍ଭାରି ଗଛର ଛାଇ ତଳେ। ସେଇଠି ଆମ ଗାଁର ଉତ୍ତର ପଶ୍ଚିମ କୋଣରେ ଭାର୍ଗବୀ ନଈ, ବଙ୍କାହୋଇ ଦକ୍ଷିଣକୁ ବହି ଯାଇଛି। ନଈ ତଟରେ ରାୟ ପୁର ଗାଁର ପୋଷ୍ଟ ଅଫିସ ଓ ଆଉ ଟିକିଏ ଦୂରରେ, ଆମ ହାଇ…
ହୁଇଲ ଚେୟାରରୁ ସମର ର ହାତଟା ଖସିଗଲା ବେଳକୁ ନିଲୁ ଆସି ଧରି ପକେଇଲା।ହୁଏତ ଅତୀତକୁ ମନେ ପକାଉ ପକାଉ ସମର ର ଆଖି ଲାଗି ଯାଇଥିଲା ହୁଇଲ ଚେୟାର ଉପରେ। ବେଡ଼ ପାଖକୁ ଚେୟାରଟାକୁ ନେଇଯାଇ ସମରକୁ ଲମ୍ବ କରି ଶୁଆଇ ଦେଲା, ତା ମୁଣ୍ଡକୁ ତକିଆ ଉପରେ ରଖି ଆଉଁସିଦେଲା। ଦୁହିଁଙ୍କ ଭିତରର…
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଁଣ୍ଡୋ, ଭାର୍ଗବୀ ନଦୀର କୂଳରେ ଅବସ୍ଥିତ। ସେଠାରୁ ଚାରି କିଲୋମିଟର ପରେ ସେହି ନଦୀ କୂଳରେ ଏକ ପୁରାତନ ହାଟ- ଗବକୁଣ୍ଡ ଏବଂ ଆଉ ଏକ କିଲୋମିଟର ପରେ, ଆମ ଗାଁ। ଏ ସବୁ ଭାର୍ଗବୀ ନଦୀର ବାମ ପଟେ ଅବସ୍ଥିତ। ନଦୀଟି ଆମ ଗାଁକୁ ଛୁଇଁ, ଚିଲିକା…
ବହୁ ଜାତି, ଧର୍ମ ଓ ଭାଷାର ଦେଶ ଭାରତ। ଏତେ ଯୁଗଯାଏ ଏକାଠି ଥିବାରୁ, ଜ୍ଞାନୀମାନେ କହନ୍ତି ଯେ ବିବିଧତା ଭିତରେ ଏକତା, ଅଦୃଷ୍ଟ ଅଠା ଭଳି ସମସ୍ତଙ୍କୁ ବାନ୍ଧି ରଖିଛି। ଯଦି ଗୋଟିଏ ଉଦାହରଣ ଶୁଣିବାକୁ ଚାହାଁନ୍ତି, ତାହେଲେ ଶୁଣନ୍ତୁ। ୧୯୭୮ ମସିହା ଡିସେମ୍ବର ମାସ। ଆମ ଗାଁରେ ମିଳିମିଳା ରୋଗ ପ୍ରାୟ…