Bhubaneswar Buzz
#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି…