Bhubaneswar Buzz

odia

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର

ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କାର, ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଓ ଶିଶୁ ଶ୍ରମିକ ଶୁନ୍ୟ ଜିଲ୍ଲା ଭାବେ ଦେଶ ବିଦେଶରେ ଚର୍ଚ୍ଚିତ ହୋଇ ସୁନାମ ଅର୍ଜିଥିବା ଜିଲ୍ଲା ହେଉଛି ମୟୁରଭଞ୍ଜ । ଆଉ ଏବେ ଉଦ୍ୟାନକୃଷିରେ ସଫଳତା…

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି…

#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ

#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ

ମାନବ ଲୀଳା କରୁଥିବା ଆମ ଆରାଧ୍ୟ ଠାକୁର ବିଭିନ୍ନ ପାର୍ବଣରେ ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଠିକ ମଣିଷଙ୍କ ଭଳି ଖାଆନ୍ତି ମଣିଷଙ୍କ ଭଳି ପିଅନ୍ତି ମଣିଷଙ୍କ ଭଳି ବର୍ଷକୁ ଥରେ ଜ୍ୱର ହୁଏ, ମାଉସୀ ଘର ବୁଲି ଆସନ୍ତି । ସେପରି ମାର୍ଗଶୀର ମାସ (ଶୀତଦିନ) ଉପନୀତ ହୋଇଥିବାରୁ ତାଙ୍କୁ ମଧ୍ୟ…