Bhubaneswar Buzz

odia

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

ମାଘ ସପ୍ତମୀରୁ ମାଘ ପୂର୍ଣ୍ଣିମା ନଅଦିନ ଧରି ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି କୁମ୍ଭମେଳା । ମେଳାରେ ସାଧୁସନ୍ଥଙ୍କ ସମାବେଶ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ । ଏହି…

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

ପଞ୍ଚାମୃତ – ପାଞ୍ଚଟି ଜିନିଷର ସମାହାରରେ ଅମୃତ ସମ ଦ୍ରବ୍ୟଟିଏ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ କର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ…

#OdiaPost ୧୧ ବର୍ଷର ସାହସୀ ବାଳକ ମୋହନ

#OdiaPost ୧୧ ବର୍ଷର ସାହସୀ ବାଳକ ମୋହନ

କଟକ ଜିଲ୍ଲା ଟାଙ୍ଗୀବ୍ଲକର ଆଡ଼ମ୍ବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ । ସେ ୨୦୧୫ ମସିହା ଜୁନ ୨୮ ତାରିଖରେ ଅବିଶ୍ଵାସନୀୟ ସାହାସିକତା ପ୍ରଦର୍ଶନ କରି ଗେଙ୍ଗୁଟି ନଦୀର ପ୍ରଖର ସୁଅରୁ ନିଜ ସାଙ୍ଗଙ୍କୁ ରକ୍ଷା କରିଥିଲେ । ସେଦିନ ସକାଳେ ଜଳୌକା ସଚ୍ଚିଦାନନ୍ଦ ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର…

A nice Odia Short story by Deepak Das : ତିନୋଟି ଘର

A nice Odia Short story by Deepak Das : ତିନୋଟି ଘର

ମୁଁ  ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ  ବଡ ସୋପାନ ଚଢିଲା ପରି…

#OdiaPost ଧବଳେଶ୍ୱର ପୀଠରେ ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲାପୋଲ

#OdiaPost ଧବଳେଶ୍ୱର ପୀଠରେ ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲାପୋଲ

କଟକଠାରୁ ୨୩ କିଲୋମିଟର ଏବଂ ୪୨ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଦୂରରେ ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟସ୍ଥ ମହାନଦୀ ଗର୍ଭର ତ୍ରିକୋଣ ଭୂମି କୁଦରେ ଐତିହାସିକ ଶୈବପୀଠ ଶ୍ରୀ ଧବଳେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ଧବଳେଶ୍ୱର ନିକଟରେ ମହାନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏଠାରେ ନଦୀର ଗଭୀରତା ପ୍ରାୟ…