Bhubaneswar Buzz

Konark

#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା

#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା

ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ରଥଯାତ୍ରା । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରାକରନ୍ତି । ଦୀର୍ଘ ୨୭ ଦିନ ଲାଗି ଏଇ ଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ମାସର ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ଚାଲେ । କିମ୍ବଦନ୍ତୀ ଅନୁଯାୟୀ ଶାମ୍ୱ ମିତ୍ରାଦିତ୍ୟଙ୍କ ମୂର୍ତ୍ତିକୁ କୋଣାର୍କରେ…