Bhubaneswar Buzz
#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…

#OdiaPost : ଵାଣୀ ଆଵାହନ – କଵି ଚିନ୍ତାମଣି ମହାନ୍ତିଙ୍କ ରମ୍ୟ ରଚନା

#OdiaPost : ଵାଣୀ ଆଵାହନ – କଵି ଚିନ୍ତାମଣି ମହାନ୍ତିଙ୍କ ରମ୍ୟ ରଚନା

ଵାଣି ଆଵାହନ ସ୍ବର୍ଗତ କଵିଵର ଚିନ୍ତାମଣି ମହାନ୍ତି (ରାଗ – ଚୋଖି) ଆସ ଵାଣି ଵୀଣାପାଣି ଖିଳଵାଣୀ ଵିଶ୍ଵରାଣୀ କାଵ୍ୟ-କଳା-ଠାକୁରାଣୀ କଵିଜନନୀ, ତଵ ନୀରାଜନା ପାଇଁ ଆଶାବୋଳା ନେତ୍ରେ ଚାହିଁ- ଅଛନ୍ତି ଵାସନ୍ତୀ ଲକ୍ଷ୍ମୀ ଫୁଲବରଣୀ; ହର୍ଷେ ଉଭା ଵନ ସୁନ୍ଦରୀ ଚାରୁ ଫୁଲ-ସିଂହାସନ ଵକ୍ଷରେ ଧରି । ୧। ମଳୟ-ମାରୁତ-କରେ ଧରି ପଲ୍ଲଵ-ଚାମରେ ଅଛି…

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି । ନଵାନ୍ନ ବା ନୂଆ…

#OdiaPost ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ଵ ପ୍ରଥମେ ହୁଏ ଶ୍ରୀଗଣେଶଙ୍କ ପୂଜା । ଜାଣନ୍ତୁ କାହିଁକି…

#OdiaPost ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ଵ ପ୍ରଥମେ ହୁଏ ଶ୍ରୀଗଣେଶଙ୍କ ପୂଜା । ଜାଣନ୍ତୁ କାହିଁକି…

ହିନ୍ଦୁଧର୍ମୀମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା ଆବଶ୍ୟକ ମାନନ୍ତି । ଗଣେଶ ବିଘ୍ନ ହର୍ତ୍ତା ତଥା ଋଦ୍ଧି ଓ ସିଦ୍ଧିଙ୍କ ସ୍ୱାମୀ ଅଟନ୍ତି । ଗଣେଶଙ୍କ ସ୍ମରଣରେ, ଧ୍ୟାନ, ଜପ ଓ ଆରାଧନାରେ କାମନାର ପୂର୍ତ୍ତି ହୋଇଥାଏ ଓ ବିଘ୍ନର ବିନାଶ ହୋଇଥାଏ । ସେ ଅତି ଶୀଘ୍ର ପ୍ରସନ୍ନ…

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

ଜନ ଗଣ ମନ … ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୫ ଟି ଛନ୍ଦର ସମାହାର ସାଧୁ ବଙ୍ଗଳା ( ସମକକ୍ଷ ଓଡ଼ିଆ)ରେ ଲିଖିତ । ସେଥିରୁ ପ୍ରଥମ ଛନ୍ଦଟି ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଲିଖିତ : ରବୀନ୍ଦ୍ରନାଥ ଠାକୁର ପ୍ରଥମ ଗାନ : ଭାରତୀୟ ଜାତୀୟ କଂଗ୍ରେସର…

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି । * ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ…

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ…

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

— ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା — ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି…

#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ

#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ

  ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ  ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ…