Bhubaneswar Buzz

language

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ…

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…

ଗାଁର କଥା  — ଭାଷାର କାନ୍ଦ : A beautiful Blog in Odia by Chandra Sekhar Dash

ଗାଁର କଥା — ଭାଷାର କାନ୍ଦ : A beautiful Blog in Odia by Chandra Sekhar Dash

ଅନେକ ଫ୍ଲାଟଥାଇ ବହୁ ମହଲା କୋଠାଘରର ପ୍ରବେଶ ପଥରେ ଫାଟକ ଯଗିଥିବା ଯଗୁଆଳି, ବନ୍ଧୁଙ୍କୁ ଦେଖା କରିବାକୁ ଗାଡି ନେଇ ଯାଉଥିବା ସମୟରେ ଅଟକାଇଲା । ଖାତାରେ ନାମ, ଠିକଣା, ଓ ଦେଖା କରିବାକୁଥିବା ବ୍ୟକ୍ତିଙ୍କ ନାମ ଆଦି ଲେଖିବାକୁ କହିଲା । ଓଡିଆରେ ସବୁ ତକ ଗୋଲ ଗୋଲ କରି ଲେଖିଦେଇ, ଖାତା ଟି…