Bhubaneswar Buzz

Festival

#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା

  ଓଡ଼ିଶାର ଗାଁ ଗହଳିରେ ରାମଲୀଳା ପରମ୍ପରା ଅତି ପୁରୁଣା । ଖରାଦିନେ ରାମ ନବମୀଠାରୁ ରାମଲୀଳା ପିଣ୍ଡିମାନଙ୍କରେ ଆରମ୍ଭ ହୋଇଯାଏ ରାମଲୀଳା । ଏପରି ଏକ ଐତିହ ସମ୍ପନ୍ନ ଗାଁ କନ୍ଧମାଳର ବିଶିପଡ଼ାରେ ପାଳନ ହୁଏ ରାମଲୀଳା ଯାତ୍ରା । ଏଠିକାର ରାମଲୀଳା ୧୮୩୫ରୁ ଆରମ୍ଭ ହୋଇ ଦୀର୍ଘ ୧୮୨ ବର୍ଷ ହେବ ପ୍ରତିବର୍ଷ…

#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା

#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା

ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ରଥଯାତ୍ରା । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରାକରନ୍ତି । ଦୀର୍ଘ ୨୭ ଦିନ ଲାଗି ଏଇ ଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ମାସର ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ଚାଲେ । କିମ୍ବଦନ୍ତୀ ଅନୁଯାୟୀ ଶାମ୍ୱ ମିତ୍ରାଦିତ୍ୟଙ୍କ ମୂର୍ତ୍ତିକୁ କୋଣାର୍କରେ…