Bhubaneswar Buzz
#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

ଖୁଦୁରୁକୁଣୀ ଓଷା ଓଡ଼ିଶାର ଅତି ପ୍ରାଚୀନ ତଥା ଖାଣ୍ଟି ଓଡ଼ିଆ ଓଷା ମଧ୍ୟରୁ ଗୋଟିଏ ।  ଓଡିଶାର ପୁରପଲ୍ଲୀରେ ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା ମଙ୍ଗଳାଙ୍କ ପାଖରେ ନିଜ ଭାଇ ମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଏକ ଉତ୍କଳୀୟ…