ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ…

ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ…
ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ଅଵସରରେ ଶ୍ରୀଗୌରଵିହାର ଆଶ୍ରମ (ମାତା ମଠ)ରେ ଵ୍ୟଞ୍ଜନ ଦ୍ୱାଦଶୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ପଵିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୧ ପ୍ରକାର ଵ୍ୟଞ୍ଜନ ନୈଵେଦ୍ୟ ଅର୍ପଣ କରାଯାଇଛି । ଭୋରୁ ସମସ୍ତ ଦେଵନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଏବଂ ଶ୍ରୀକୃଷ୍ଣଙ୍କୁ ନୌଵେଦ୍ୟ…
ଵେଳେଵେଳେ ଏମିତି ହୁଏ, ଇ-ଵାଣିଜ୍ୟ ସାଇଟମାନେ ନିଜ ଅସାଵଧାନତା କାରଣରୁ ଗ୍ରାହକମାନଙ୍କୁ ଭୁଲ ଜିନିଷ ପଠାଇଦିଅନ୍ତି । ଅନଲାଇନ ସପିଂ ସାଇଟଗୁଡ଼ିକରେ ମୋବାଇଲ ପରି ଦାମୀ ଜିନିଷ ଅର୍ଡ଼ର କରି ଲୁଗାସଫା ସାବୁନ ପାଇ ଠକି ହୋଇଯାଇଥିଵାର ଖଵର ଅନେକ ଥର ଶୁଣିଛେ କିନ୍ତୁ ଏମିତି ଖଵର କେଵେ ଶୁଣିଥିଲେ କି? ଏଇ ଚର୍ଚ୍ଚିତ ଘଟଣାଟି…
ଦେଶରେ ୫ଟି ରାଜ୍ୟରେ ହୋଇଥିଵା ଵିଧାନସଭା ନିର୍ଵାଚନ ଫଳାଫଳ ପରେ ଚାରିଟି ରାଜ୍ୟରେ ସ୍ଥିିତି ସ୍ପଷ୍ଟ ହୋଇସାରିଥିଵା ଵେଳେ ଗୋଟିଏ ରାଜ୍ୟର ଫଳାଫଳ ଅସ୍ପଷ୍ଟ ରହିଵାର ଦେଖିଵାକୁ ମିଳିଛି । ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ଉଭୟ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଵାରୁ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପ୍ରତିିଦ୍ୱନ୍ଦ୍ୱିତା ଅତି ଶାଣିତ…
As we celebrate 6th year completion of our existence, a big THANK YOU to our great supporters / followers / friends. We could not have been here without your support. As we look back to 6 years back, we…
ଏଣ୍ଡ୍ରଏଡର ସଂସ୍କରଣଗୁଡ଼ିକ ସମୟ ସହ ପରିଵର୍ତ୍ତିତ ହୁଏ l ନୂତନ ସଂସ୍କରଣଗୁଡ଼ିକୁ ଇଂରାଜୀ ଵର୍ଣ୍ଣମାଳା କ୍ରମାଙ୍କରେ ପଡ଼ୁଥିବା କୌଣସି ମିଠାଦ୍ରଵ୍ୟ ନାମରେ ନାମିତ କରାଯାଏ । ଗତ ଵର୍ଷ ଏଣ୍ଡ୍ରଏଡ଼ ‘ଓ‘ ପାଇଁ ‘ଓରୀଓ’ ନାମକୁ ଚୟନ କରାଯାଇଥିଲା ଆଉ ଏଵେ ‘ଏଣ୍ଡ୍ରଏଡ ପି‘ ପାଇଁ ନାମ ବଛାଚାଲିଛି । ୨୦୧୮ ଅଗଷ୍ଟ କିଂଵା…
ଵିଷୁଵ ଵୃତ୍ତର ନିକଟରେ ରହୁଥିବା ହେତୁ ଭାରତ ଏକ ଗ୍ରୀଷ୍ଣପ୍ରବଣ ଦେଶ । ଏପରି ପରିଵେଶରେ ରହୁଥିବା ଅଧିଵାସୀ ଅଧିକ ଜଳୀୟଅଂଶ ଧାରଣ କରିବାପାଇଁ ଆଵିଷ୍କାର କରିଥିଲେ ଏହି ଅନନ୍ୟ ଉପାୟ, ଯାହା ଏକ ଉପାଦେୟ ଖାଦ୍ୟ ଭାବରେ କାଳାତିକ୍ରମେ ପ୍ରସିଦ୍ଧି ଲାଭ କରିଆସିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ…
ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…
ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି । ନଵାନ୍ନ ବା ନୂଆ…
ହିନ୍ଦୁଧର୍ମୀମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା ଆବଶ୍ୟକ ମାନନ୍ତି । ଗଣେଶ ବିଘ୍ନ ହର୍ତ୍ତା ତଥା ଋଦ୍ଧି ଓ ସିଦ୍ଧିଙ୍କ ସ୍ୱାମୀ ଅଟନ୍ତି । ଗଣେଶଙ୍କ ସ୍ମରଣରେ, ଧ୍ୟାନ, ଜପ ଓ ଆରାଧନାରେ କାମନାର ପୂର୍ତ୍ତି ହୋଇଥାଏ ଓ ବିଘ୍ନର ବିନାଶ ହୋଇଥାଏ । ସେ ଅତି ଶୀଘ୍ର ପ୍ରସନ୍ନ…