Bhubaneswar Buzz

April 2021 Odia Calendar ୨୦୨୧ ଏପ୍ରିଲ ମାସର ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା

୨୦୨୧ ଏପ୍ରିଲ ମାସର ପର୍ଵ ପର୍ଵାଣୀ ଓ ସରକାରୀ ଛୁଟି ଦିନ
2021 April Odia Festivals and Govt Holidays

୨୦୨୧ ଏପ୍ରିଲ ୧୪ – ମହାଵିଷୁଵ ପଣା ସଙ୍କ୍ରାନ୍ତି, ଓଡ଼ିଆ ନୂଆ ଵର୍ଷ
ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ
2021 April 14 – MahaVishuva Pana Sankranti , Odia New Year, Hanuman Jayanti, Ambedkar Jayanti

୨୦୨୧ ଏପ୍ରିଲ ୧୮ – ଵାସନ୍ତୀକ ଶ୍ରୀ ଦୁର୍ଗାଦେଵ୍ୟାଃ ବିଲ୍ଵ ଵରଣ ଓ ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

2021 April 18 – Vasantika Shree Durgadevyaah Bilva Varana and Chaitra gundicha at ShreeMandir, Puri

 

୨୦୨୧ ଏପ୍ରିଲ ୧୯ – ଵାସନ୍ତୀକ ଶ୍ରୀ ଦୁର୍ଗାଦେଵ୍ୟାଃ ସପ୍ତମୀ ପୂଜା
2021 April 19 – Vasantika Shree Durgadevyaah Saptamee Pooja

୨୦୨୧ ଏପ୍ରିଲ ୨୦ – ଵାସନ୍ତୀକ ଶ୍ରୀ ଦୁର୍ଗାଦେଵ୍ୟାଃ ମହାଷ୍ଟମୀ ପୂଜା, ଅଶୋକାଷ୍ଟମୀ ଓ ଶ୍ରୀ ଲିଙ୍ଗରାଜ ଦେଵଙ୍କ ରଥଯାତ୍ରା
2021 April 20 – Vasantika Shree Durgadevyaah Mahashtami Pooja, Ashokashtami and Ratha Yatra of Shree Lingaraja deva

 

୨୦୨୧ ଏପ୍ରିଲ ୨୧ – ଶ୍ରୀରାମ ନଵମୀ ଓ ଵାସନ୍ତୀକ ଶ୍ରୀ ଦୁର୍ଗାଦେଵ୍ୟାଃ ନଵମୀ ପୂଜା
2021 April 21 – ShreeRam Navami and Vasantika Shree Durgadevyaah MahaNavami Pooja

 

୨୦୨୧ ଏପ୍ରିଲ ୨୨ – ଵାସନ୍ତୀକ ଦଶହରା ଓ ସୁଦଶା ଵ୍ରତ
2021 April 22 – Vasantika Dashahara and Sudasha Vrata

 

୨୦୨୧ ଏପ୍ରିଲ ୨୩ – କାମଦା ଏକାଦଶୀ ଓ ହଳ ନିଷେଧ
2021 April 23 – Kamada Ekadashi and Hala Nishedha

 

୨୦୨୧ ଏପ୍ରିଲ ୨୫ – ଅନଙ୍ଗ ତ୍ରୟୋଦଶୀ, ଵିଷ୍ଣୁ ଓ ଶିଵଦମନକ ଚତୁର୍ଦ୍ଦଶୀ ଓ ଶିଵ ଚତୁର୍ଦ୍ଦଶୀ
2021 April 25 – Ananga Trayodashi, Vishnu and Shivadamanaka Chaturdarshi, Shiva Chaturdarshi

 

୨୦୨୧ ଏପ୍ରିଲ ୨୬ – ହେଙ୍ଗୁଳା ଯାତ୍ରା ଓ ପୂର୍ଣ୍ଣିମାର ଚନ୍ଦ୍ରପୂଜା
2021 April 26 – Hengula Yatra and Purnnima Chandra Pooja

 

୨୦୨୧ ଏପ୍ରିଲ ୨୭ – ଚୈତ୍ର ପୂର୍ଣ୍ଣିମା ଓ ଵୈଶାଖ ଵ୍ରତାରମ୍ଭ
2021 April 27 – Chaitra Purnnima and Vaishakha Vratarambha

୨୦୨୧ ଏପ୍ରିଲ ୨୮ – ମଧୁବାବୁ ଜୟନ୍ତୀ
2021 April 28 – Madhusudan das Jayanti

 

Comments

comments