ଯନ୍ତ୍ରଣାରେ ଛଟପଟ ହୋଇ କେତେ ଦିନ ରହିବାକୁ ହେବ, ଭାବି ହେଉ ନଥାଏ। ଗର୍ଭ ଯନ୍ତ୍ରଣାର କଷ୍ଟଠାରୁ ଅଧିକ। ପେଟ ଫାଟି ଯିବ କି ମୁଣ୍ଡ ଫାଟି ଦହି ବାହାରି ଆସିବ। ହୁଏତ ଛାତି ଫାଟି ହୃତପିଣ୍ଡଟା ପିଚ୍ ପିଚ୍ ରକ୍ତରେ ସବୁ ଭିଜେଇ ଦେବ। କିନ୍ତୁ ସେମିତି କିଛି ହେଉ ନଥାଏ । ଯେତେ…

ଯନ୍ତ୍ରଣାରେ ଛଟପଟ ହୋଇ କେତେ ଦିନ ରହିବାକୁ ହେବ, ଭାବି ହେଉ ନଥାଏ। ଗର୍ଭ ଯନ୍ତ୍ରଣାର କଷ୍ଟଠାରୁ ଅଧିକ। ପେଟ ଫାଟି ଯିବ କି ମୁଣ୍ଡ ଫାଟି ଦହି ବାହାରି ଆସିବ। ହୁଏତ ଛାତି ଫାଟି ହୃତପିଣ୍ଡଟା ପିଚ୍ ପିଚ୍ ରକ୍ତରେ ସବୁ ଭିଜେଇ ଦେବ। କିନ୍ତୁ ସେମିତି କିଛି ହେଉ ନଥାଏ । ଯେତେ…
A Short Film on Fathers Day… 18 June 2017… | Introducing Sivnarayan Tripathy and D King Roshan | Story and Directed by Tejeswar Samal | A Berhampur Beats Film
ଟ୍ରେନ ଛାଡିବା ସମୟ ହେଲାଣି ଏ ଦିପୁ ଟା କୁଆଡେ ଗଲା କେଜାଣି। ଯେତେବେଳେ ଦେଖିବ ଡେରି। ବାକି ଗୁଣସବୁ ଭଲ ଥିଲେ କି ଲାଭ, ୟାର ସବୁ କାମ ଶେଷ ମୁହୂର୍ତ୍ତ ଯାଏଁ ଗଡିବ। ଏଇ ପିଲାଟିର ସମୟାନୁବର୍ତ୍ତନର ଘୋର ଅଭାବ। ହେଇ ଦେଖୁନ, ଗୋଟେ କମ୍ପିଟେଟିଭ ପରୀକ୍ଷା ପାଇଁ କଲିକତା ଗଲାବେଳେ ବି…
ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ…
ବିଳମ୍ବିତ ରାତି । ସମୟ ପ୍ରାୟ ୧୨ ତା ହେବ । ଡାକ୍ତରଖାନା ରେ ଥାଏ ମୁ ମୋର ଗୋଟେ ସାଙ୍ଗ ସହ । ସବୁ ଆଡେ ଥାଏ ଗଭୀର ନୀରବତା । କିଛି ଅସ୍ପଷ୍ଟଶବ୍ଦ ଶୁଭିବାରୁ ବୁଲିକି ଦେଖିଲି । ରକ୍ତ ରେ ଭିଜା ଥାଏ ଜଣଙ୍କ ଶରୀର । ତାକୁ ଚାହୁଁଚାହୁଁ କୋହରେ…
ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବିସାହସ…
ମୁଁ ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ ବଡ ସୋପାନ ଚଢିଲା ପରି…