ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ। ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ ଡିସେମ୍ବର ୧ ରୁ ଆରମ୍ଭ ହୋଇଥିଲା ଓ ଡିସେମ୍ବର ୩୦ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ସହିତ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଟୁର୍ଣ୍ଣାମେଂଟରେ…
![ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ। ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ।](https://www.bhubaneswarbuzz.com/wp-content/uploads/2018/12/utkal-premiere-league-pune-final-670x300.png)