Bhubaneswar Buzz

odia

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

  ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି…

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି । ଯାହା ଇଛା ଖାଇ ପାରିବେ । ଆଜିର ଯୁଗ କେତେ ସୁବିଧା ହୋଇଗଲାଣି ।…

#OdiaPostAt11 ଲାଞ୍ଚ ଦାବୀ ନେଇ ହତାସ ଚାଷୀ ଖଜଣା ଅଫିସରେ ଛାଡ଼ିଲେ ୪୦ଟି ସାପ

#OdiaPostAt11 ଲାଞ୍ଚ ଦାବୀ ନେଇ ହତାସ ଚାଷୀ ଖଜଣା ଅଫିସରେ ଛାଡ଼ିଲେ ୪୦ଟି ସାପ

ଲାଞ୍ଚ ଦିଆନିଆ ଭାରତରେ ନୂଆ ନୁହେଁ । ଶିକ୍ଷାର ପ୍ରଚାର ପ୍ରସାର ଫଳରେ ମଧ୍ୟ ଏହି କୁସଂସ୍କୃତି ଏଯାଏଁ ତିଷ୍ଠି ରହିଛି । ଟେବୁଲ ତଳେ ଦିଆନିଆ ଆଶ୍ଚର୍ଯ୍ୟ ହୋଇ ରହି ନାହିଁ ସତ ମାତ୍ର ବେଳେବେଳେ କେହି ଏହାର ପର୍ଦ୍ଦାଫାଶ କରି ସାମନା କରିଥିବା କାହାଣୀ ଅନେକଂକୁ ଆଶ୍ଚର୍ଯ୍ୟ କରେ । ଉତ୍ତରପ୍ରଦେଶର ବସ୍ତି…

#OdiaPostAt11 ପ୍ରେମରେ ପଡ଼ିବା ପାଇଁ କଣ ମ୍ୟାଟର କରେ? ଆଶ୍ଚର୍ଯ୍ୟକର ୧୧ ଟି ମନସ୍ତାତ୍ତ୍ଵିକ କାରଣ

#OdiaPostAt11 ପ୍ରେମରେ ପଡ଼ିବା ପାଇଁ କଣ ମ୍ୟାଟର କରେ? ଆଶ୍ଚର୍ଯ୍ୟକର ୧୧ ଟି ମନସ୍ତାତ୍ତ୍ଵିକ କାରଣ

ଆପଣ ଯଦି ବାସ୍ତବରେ ଜାଣିବାକୁ ଚାହାନ୍ତି ଯେ ଆମେ ପ୍ରେମରେ କିଆଁ ପଡୁ ତେବେ ଏହି ସ୍ଥାନ ଆପଣଙ୍କ ଆରମ୍ଭ ମାତ୍ର । କାହା ପ୍ରେମରେ ପଡିବାର ଅନେକ କାରଣ ରହିଛି । ପ୍ରାକୃତିକ, ଦୈହିକ ଆକର୍ଷଣ ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣ  ଆଦିରୁ ପ୍ରେମ ହେବାରେ ଅନେକ ଆଲୋଚନା ହୋଇଛି । ଆମେ କେବଳ କିଛି ସାଇକୋଲୋଜିକାଲ…

MCL କୁ ୨୫ ବର୍ଷ ପୂର୍ତ୍ତି -ଭାରତର ନମ୍ବର ୧ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ଉଭା ହୋଇ ଓଡ଼ିଶାକୁ କଲା ଗୌରବାନ୍ଵୀତ

MCL କୁ ୨୫ ବର୍ଷ ପୂର୍ତ୍ତି -ଭାରତର ନମ୍ବର ୧ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ଉଭା ହୋଇ ଓଡ଼ିଶାକୁ କଲା ଗୌରବାନ୍ଵୀତ

ଏପ୍ରିଲ ୧-୩ ତାରିଖ ପର୍ଯ୍ୟନ୍ତ MCL ପାଳନ କରୁଛି ଏହାର ୨୫ ବର୍ଷ ପୂର୍ତ୍ତି ଉତ୍ସବ । ଏହାର ବୁର୍ଲା ସ୍ଥିତ ମୁଖ୍ୟାଳୟ ପରିସରରେ କେକ କାଟି କମ୍ପାନୀ ପରିଚାଳକ ନିର୍ଦ୍ଦେଶକ , ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମଚାରୀ ବୃନ୍ଦ ରୌପ୍ୟ ଜୟନ୍ତି ପାଳନ କରିଥିଲେ । ଏଥି ସହ ସଂଧ୍ୟା ବେଳେ ରଙ୍ଗାରଙ୍ଗ…

ମଞ୍ଚେଶ୍ଵରରେ ରେଳଡବା କାରୁଶାଳା ଛାତରେ ପ୍ରତିଷ୍ଠା ହେବ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ

ମଞ୍ଚେଶ୍ଵରରେ ରେଳଡବା କାରୁଶାଳା ଛାତରେ ପ୍ରତିଷ୍ଠା ହେବ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ

ପୂର୍ବତଟ ରେଳପଥ ଅନ୍ତର୍ଗତ ମଞ୍ଚେଶ୍ଵର ରେଲଡବା ମରାମତି କାରଖାନାପାଇଁ ଶକ୍ତି ଚାହିଦାମେଣ୍ଟାଇବା ପାଇଁ ନିରନ୍ତର  ସୌରଶକ୍ତି ଯୋଗାଣ ବ୍ୟବସ୍ଥା ହେବାକୁ ଯାଉଛି । ଏଥିପାଇଁ  ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ମଞ୍ଚେଶ୍ଵର ଠାରେ ପ୍ରତିଷ୍ଠା ହେବ ସୌର ଶକ୍ତି ପ୍ଲାଣ୍ଟ ।   ୬୫୦୦ ବର୍ଗ ପରିମିତ କ୍ଷେତ୍ରରେ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ…

ନୀଳରଂଗରେ ଝଲସିଲା ଭୁବନେଶ୍ବର ଏବଂ କଟକ : Autism Awareness day in Twin City

ନୀଳରଂଗରେ ଝଲସିଲା ଭୁବନେଶ୍ବର ଏବଂ କଟକ : Autism Awareness day in Twin City

  ସାରା ବିଶ୍ଵ ଏପ୍ରିଲ ୨ ରେ ପାଳନ କରୁଛି  ସ୍ଵଲୀନତା (ଅଟିଜିମ) ସଚେତନତା ଦିବସ । ଏହି ଅବସରରେ ଭୁବନେଶ୍ଵରଏବଂ କଟକରେ ଦିନବେଳେ ୨୫ ରୁ ଉର୍ଦ୍ଧ୍ଵ ସ୍ଥାନରେ ବିଭିନ୍ନ ସମାଜିକ ଅନୁଷ୍ଠାନର କର୍ମକର୍ତ୍ତା   ପଥପ୍ରାନ୍ତେ ‘’ସହରକୁ ନୀଳରଙ୍ଗେ ରଙ୍ଗେଇ ଦିଅ’’ ( ପେଣ୍ଟ ଦ ସିଟି ବ୍ଲୁ ) କାର୍ଯ୍ୟକ୍ରମ ଆୟୋଜନ କରି…