ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି । * ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ…










