କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ…


କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ…

ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର…

A unique exhibition Geeti Chhaya which featured more than 100 rare photographs chronicling the evolution of Odia film music from 1950 up to 1986 inaugurated at State Museum here on Wednesday. Culture minister Ashok Panda inaugurated the exhibition that brought…

“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି…


How many fans of Odia Recipe Nadia Bara ନଡ଼ିଆ ବରା here, check out this video by Manaswini

“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…

ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ…

ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ। ସାଢେ…

ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…