Bhubaneswar Buzz

history

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…