Bhubaneswar Buzz

Updates

କେରଳୀ ଓଡିଆ : Another beautiful short story in Odia by Chandra Sekhar Dash

କେରଳୀ ଓଡିଆ : Another beautiful short story in Odia by Chandra Sekhar Dash

  ବହୁ ଜାତି, ଧର୍ମ ଓ ଭାଷାର ଦେଶ ଭାରତ। ଏତେ ଯୁଗଯାଏ ଏକାଠି ଥିବାରୁ, ଜ୍ଞାନୀମାନେ କହନ୍ତି ଯେ ବିବିଧତା ଭିତରେ ଏକତା, ଅଦୃଷ୍ଟ ଅଠା ଭଳି ସମସ୍ତଙ୍କୁ ବାନ୍ଧି ରଖିଛି। ଯଦି ଗୋଟିଏ ଉଦାହରଣ ଶୁଣିବାକୁ ଚାହାଁନ୍ତି, ତାହେଲେ ଶୁଣନ୍ତୁ। ୧୯୭୮ ମସିହା ଡିସେମ୍ବର ମାସ। ଆମ ଗାଁରେ ମିଳିମିଳା ରୋଗ ପ୍ରାୟ…