କେଶବ ସ୍ଵାଇଁ ମାତ୍ର ଏକ ମିନିଟରେ ନିଜ କହୁଣୀରେ ୯୨ ଟି କଞ୍ଚା ପଇଡ଼ ଭାଙ୍ଗି ଗିନିସ ବିଶ୍ଵ ରେକର୍ଡ଼ଧାରୀ ଅଟନ୍ତି । ତାଙ୍କର କୌଶଳକୁ ଅକ୍ଟୋବର ୨୮, ୨୦୧୫ ମସିହାରେ ଭୁବନେଶ୍ଵରର ଜନତା ମୈଦାନଠାରେ ପ୍ରଦର୍ଶନ କରିଥିଲେ । ଶ୍ରୀ ସ୍ବାଇଁ ହେଉଛନ୍ତି ନିଜ କହୁଣୀରେ ସର୍ବାଧିକ ସବୁଜ(କଞ୍ଚା) ପଇଡ଼ ଭାଙ୍ଗିବାରେ ବିଶ୍ଵର ପ୍ରଥମ…










