ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବିସାହସ…


ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବିସାହସ…

ଦୁନିଆରେ ଆମ ଚାରିପାଖେ ବାସ୍ତବିକ ଜୀବନର ହିରୋଙ୍କ ସଂଖ୍ୟ ପ୍ରକୃତରେ କିଛି କମ ନୁହେଁ । ଅନେକ ସମୟରେ ଆମ ନଜର ତାଙ୍କ ଉପରେ ପଡ଼ିନଥାଏ କାରଣ ମୁଖ୍ୟ ସ୍ରୋତର ମିଡ଼ିଆ ସେମାନଙ୍କୁ ଧ୍ୟାନ ହିଁ ଦେଇନଥାନ୍ତି । ହିରୋ ଅନ୍ୟମାନଙ୍କ ଜୀବନ ସକାରାତ୍ମକ ଭାବନାରେ ଭରିଦିଅନ୍ତି । ଏପରି ଏକ ରିୟଲ ଲାଇଫ ହିରୋ ହେଉଛନ୍ତି ସତୀଶ ।…

ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ…

ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ…

Odisha’s ancient Saraswati temple is located in premises of Puri Jagannath Temple. Goddess Saraswati is established at a small Temple at the entrance of Goddess Bhubaneswari temple. Here Devi Saraswati sits on the back of her mount swan. Height of the Goddess…

ମାଘ ସପ୍ତମୀରୁ ମାଘ ପୂର୍ଣ୍ଣିମା ନଅଦିନ ଧରି ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି କୁମ୍ଭମେଳା । ମେଳାରେ ସାଧୁସନ୍ଥଙ୍କ ସମାବେଶ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ । ଏହି…

ପଞ୍ଚାମୃତ – ପାଞ୍ଚଟି ଜିନିଷର ସମାହାରରେ ଅମୃତ ସମ ଦ୍ରବ୍ୟଟିଏ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ କର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ…

କଟକ ଜିଲ୍ଲା ଟାଙ୍ଗୀବ୍ଲକର ଆଡ଼ମ୍ବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ । ସେ ୨୦୧୫ ମସିହା ଜୁନ ୨୮ ତାରିଖରେ ଅବିଶ୍ଵାସନୀୟ ସାହାସିକତା ପ୍ରଦର୍ଶନ କରି ଗେଙ୍ଗୁଟି ନଦୀର ପ୍ରଖର ସୁଅରୁ ନିଜ ସାଙ୍ଗଙ୍କୁ ରକ୍ଷା କରିଥିଲେ । ସେଦିନ ସକାଳେ ଜଳୌକା ସଚ୍ଚିଦାନନ୍ଦ ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର…

ମୁଁ ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ ବଡ ସୋପାନ ଚଢିଲା ପରି…