Bhubaneswar Buzz

Odia Post at 11

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି । ନଵାନ୍ନ ବା ନୂଆ…

#OdiaPost ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ଵ ପ୍ରଥମେ ହୁଏ ଶ୍ରୀଗଣେଶଙ୍କ ପୂଜା । ଜାଣନ୍ତୁ କାହିଁକି…

#OdiaPost ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ଵ ପ୍ରଥମେ ହୁଏ ଶ୍ରୀଗଣେଶଙ୍କ ପୂଜା । ଜାଣନ୍ତୁ କାହିଁକି…

ହିନ୍ଦୁଧର୍ମୀମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା ଆବଶ୍ୟକ ମାନନ୍ତି । ଗଣେଶ ବିଘ୍ନ ହର୍ତ୍ତା ତଥା ଋଦ୍ଧି ଓ ସିଦ୍ଧିଙ୍କ ସ୍ୱାମୀ ଅଟନ୍ତି । ଗଣେଶଙ୍କ ସ୍ମରଣରେ, ଧ୍ୟାନ, ଜପ ଓ ଆରାଧନାରେ କାମନାର ପୂର୍ତ୍ତି ହୋଇଥାଏ ଓ ବିଘ୍ନର ବିନାଶ ହୋଇଥାଏ । ସେ ଅତି ଶୀଘ୍ର ପ୍ରସନ୍ନ…

#OdiaPost ଖଡ଼ିଛୁଆଁ – ସିଲଟ ଉପରେ ବିଦ୍ୟାର ବୀଜ ବୁଣେ ଚାଟ ଵିଦ୍ୟାଶିକ୍ଷାର ଶୁଭାରମ୍ଭ

#OdiaPost ଖଡ଼ିଛୁଆଁ – ସିଲଟ ଉପରେ ବିଦ୍ୟାର ବୀଜ ବୁଣେ ଚାଟ ଵିଦ୍ୟାଶିକ୍ଷାର ଶୁଭାରମ୍ଭ

ଓଡ଼ିଆମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ତିଥିକୁ ଛୋଟ ପିଲାଙ୍କ ଵିଦ୍ୟାରମ୍ଭ ପାଇଁ ଏକ ଶୁଭ ବେଳା ବୋଲି ବିଶ୍ୱାସ କରନ୍ତି । ଓଡ଼ିଆଙ୍କ ଵିଦ୍ୟାରମ୍ଭ, ପାରମ୍ପରିକ ଭାବେ ଵିଧିଵିଧାନ ଅନୁଯାୟୀ ଅନୁଷ୍ଠିତ ହୁଏ । ଶିଶୁର ବୋଧ ଆସିବା ପରେ ଏପରି ଏକ ପବିତ୍ର ଦିନରେ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ…

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

ଜନ ଗଣ ମନ … ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୫ ଟି ଛନ୍ଦର ସମାହାର ସାଧୁ ବଙ୍ଗଳା ( ସମକକ୍ଷ ଓଡ଼ିଆ)ରେ ଲିଖିତ । ସେଥିରୁ ପ୍ରଥମ ଛନ୍ଦଟି ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଲିଖିତ : ରବୀନ୍ଦ୍ରନାଥ ଠାକୁର ପ୍ରଥମ ଗାନ : ଭାରତୀୟ ଜାତୀୟ କଂଗ୍ରେସର…

#OdiaPost ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ  ବଳଦେବଙ୍କ ଜନ୍ମ ଉତ୍ସବ ଆଉ ତା ସହ ଯୋଡ଼ି ହୋଇଥିବା ରକ୍ଷା ବନ୍ଧନ ପରମ୍ପରା

#OdiaPost ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉତ୍ସବ ଆଉ ତା ସହ ଯୋଡ଼ି ହୋଇଥିବା ରକ୍ଷା ବନ୍ଧନ ପରମ୍ପରା

  ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ…

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି । * ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ…

#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ 

#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ 

(ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ମନେ ପକାଉଛୁ ସ୍ନେହ ଆଦର ପାଇ ହିଂସ୍ର ପ୍ରକୃତି ଛାଡ଼ି ନିରୀହା, ଅଲିଅଳି ପାଲଟି ଯାଇଥିବା ପ୍ରସିଦ୍ଧ ବାଘୁଣୀ ‘ଖଇରୀ’କୁ) ଯଶୀପୁରର ପୋଷାବାଘୁଣୀ ଖଇରୀ ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା । ଦେଶ ବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଛୁଟି ଆସୁଥିଲେ ତାକୁ ଦେଖିବା ପାଇଁ । ବାଘ…

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ…

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

— ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା — ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି…

#OdiaPost ଜଗତ ଉଦ୍ଧାର ବାର୍ତ୍ତା ଆଣିଥିଲେ ଭୀମ ଭୋଇ

#OdiaPost ଜଗତ ଉଦ୍ଧାର ବାର୍ତ୍ତା ଆଣିଥିଲେ ଭୀମ ଭୋଇ

ଭୀମ ଭୋଇ ଥିଲେ ଆଧ୍ୟାତ୍ମବାଦୀ ବ୍ରହ୍ମବାଦୀ ଚେତନା, ନିର୍ବିକାର ଉପାସନାର ପୂଜାରୀ । ସେ ତତ୍କାଳୀନ ସମୟରେ ସାରା ବିଶ୍ୱରେ ଆଧ୍ୟାତ୍ମିକବାଦୀ ପ୍ରକାଣ୍ଡ ଅଧିକାରୀ ଥିଲେ । ମାନବ ଜାତି ପାଇଁ ତାଙ୍କ ଜୀବନ ଉତ୍ସର୍ଗ ଥିଲା । ତାଙ୍କ ଦ୍ୱାରା ପ୍ରଚାରିତ ମହିମା ଧର୍ମ, ବ୍ରାହ୍ମସମାଜ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ସମାଜର ସମସାମୟିକ ଭାବେ ସମାଜ…