Bhubaneswar Buzz

festivals

#OdiaPost : ଵାଣୀ ଆଵାହନ – କଵି ଚିନ୍ତାମଣି ମହାନ୍ତିଙ୍କ ରମ୍ୟ ରଚନା

#OdiaPost : ଵାଣୀ ଆଵାହନ – କଵି ଚିନ୍ତାମଣି ମହାନ୍ତିଙ୍କ ରମ୍ୟ ରଚନା

ଵାଣି ଆଵାହନ ସ୍ବର୍ଗତ କଵିଵର ଚିନ୍ତାମଣି ମହାନ୍ତି (ରାଗ – ଚୋଖି) ଆସ ଵାଣି ଵୀଣାପାଣି ଖିଳଵାଣୀ ଵିଶ୍ଵରାଣୀ କାଵ୍ୟ-କଳା-ଠାକୁରାଣୀ କଵିଜନନୀ, ତଵ ନୀରାଜନା ପାଇଁ ଆଶାବୋଳା ନେତ୍ରେ ଚାହିଁ- ଅଛନ୍ତି ଵାସନ୍ତୀ ଲକ୍ଷ୍ମୀ ଫୁଲବରଣୀ; ହର୍ଷେ ଉଭା ଵନ ସୁନ୍ଦରୀ ଚାରୁ ଫୁଲ-ସିଂହାସନ ଵକ୍ଷରେ ଧରି । ୧। ମଳୟ-ମାରୁତ-କରେ ଧରି ପଲ୍ଲଵ-ଚାମରେ ଅଛି…