ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ସ୍ପର୍ଶ କରିଵାକୁ ସ୍ୱତନ୍ତ୍ର ଅନୁମତି ଦେଲେ ପ୍ରତ୍ନତାତ୍ତ୍ୱିକ ଵିଭାଗ । ପ୍ରଥମ ଥରପାଇଁ ଦୃଷ୍ଟି ଦିବ୍ୟାଙ୍ଗଙ୍କ ଲାଗି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହେଲା ଅନନ୍ୟ ଐତିହ୍ୟ ଭ୍ରମଣ କାର୍ଯ୍ୟକ୍ରମ । ପୁରାତନ କୀର୍ତ୍ତିରାଜି, ପଥର ଉପରେ ଚମତ୍କାର କଳ୍ପନାଶକ୍ତିର ପରିପ୍ରକାଶ ଓ କଳା ନୈପୁଣ୍ୟର ଵିରଳ ନିଦର୍ଶନ…
