Bhubaneswar Buzz

agriculture

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର

ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କାର, ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଓ ଶିଶୁ ଶ୍ରମିକ ଶୁନ୍ୟ ଜିଲ୍ଲା ଭାବେ ଦେଶ ବିଦେଶରେ ଚର୍ଚ୍ଚିତ ହୋଇ ସୁନାମ ଅର୍ଜିଥିବା ଜିଲ୍ଲା ହେଉଛି ମୟୁରଭଞ୍ଜ । ଆଉ ଏବେ ଉଦ୍ୟାନକୃଷିରେ ସଫଳତା…