ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ…










