Bhubaneswar Buzz
ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo

ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo

ହୁଇଲ ଚେୟାରରୁ ସମର ର ହାତଟା ଖସିଗଲା ବେଳକୁ ନିଲୁ ଆସି ଧରି ପକେଇଲା।ହୁଏତ ଅତୀତକୁ ମନେ ପକାଉ ପକାଉ ସମର ର ଆଖି ଲାଗି ଯାଇଥିଲା ହୁଇଲ ଚେୟାର ଉପରେ। ବେଡ଼ ପାଖକୁ ଚେୟାରଟାକୁ ନେଇଯାଇ ସମରକୁ ଲମ୍ବ କରି ଶୁଆଇ ଦେଲା, ତା ମୁଣ୍ଡକୁ ତକିଆ ଉପରେ ରଖି ଆଉଁସିଦେଲା। ଦୁହିଁଙ୍କ ଭିତରର…

ମାଟି ଓ ମମତା : A beautiful Odia Short story by Prabir Kumar Sahoo

ମାଟି ଓ ମମତା : A beautiful Odia Short story by Prabir Kumar Sahoo

“ହଇଓ ଘର କଥା ଟିକେ ଚିନ୍ତା କର। ବୟସ କଣ ଆସୁଛି? ତମ ସାଙ୍ଗ ମାନେ ପରା ଭୁବନେଶ୍ୱରରେ ଘର କିଣି ସାରିଲେଣି। ଆମ ପିଲାମାନେ ତ ଯେ ଯାହା ରାସ୍ତା ଧରିଲେ, ତମ ଚାକିରୀ ସରିଲେ ଆମେ ରହିବା କୋଉଠି”? ସୁମି ଟିକେ ବଡ ପାଟିରେ କହିଲା। ଆଗରୁ ବି ସିଏ କହିଛି  ହେଲେ…

ପ୍ରତିଯୋଗୀ ଭାବେ ଭଲ ବନ୍ଧୁଟିଏ ମିଳିଗଲେ ପ୍ରତିଯୋଗିତାର ମାନ ବଢିଯାଏ…A nice Odia short story by Prabir kumar sahoo

ପ୍ରତିଯୋଗୀ ଭାବେ ଭଲ ବନ୍ଧୁଟିଏ ମିଳିଗଲେ ପ୍ରତିଯୋଗିତାର ମାନ ବଢିଯାଏ…A nice Odia short story by Prabir kumar sahoo

ଟ୍ରେନ ଛାଡିବା ସମୟ ହେଲାଣି ଏ ଦିପୁ ଟା କୁଆଡେ ଗଲା କେଜାଣି। ଯେତେବେଳେ ଦେଖିବ ଡେରି। ବାକି ଗୁଣସବୁ ଭଲ ଥିଲେ କି ଲାଭ, ୟାର ସବୁ କାମ ଶେଷ ମୁହୂର୍ତ୍ତ ଯାଏଁ ଗଡିବ। ଏଇ ପିଲାଟିର ସମୟାନୁବର୍ତ୍ତନର ଘୋର ଅଭାବ। ହେଇ ଦେଖୁନ, ଗୋଟେ କମ୍ପିଟେଟିଭ ପରୀକ୍ଷା ପାଇଁ କଲିକତା ଗଲାବେଳେ ବି…

ପଖାଳ : A beautiful short story in Odia by Prabir Kumar Sahoo

ପଖାଳ : A beautiful short story in Odia by Prabir Kumar Sahoo

  ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ…