Bhubaneswar Buzz

villages

ଗାଁର କଥା (୧୬) – ବିଶିଷ୍ଟ ଅତିଥି beautiful blog in Odia by Chandra Sekhar Dash

ଗାଁର କଥା (୧୬) – ବିଶିଷ୍ଟ ଅତିଥି beautiful blog in Odia by Chandra Sekhar Dash

  ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…

ଗାଁର କଥା-(୧୫) ଦୂରେ କାହିଁ ଦୂରେ beautiful blog in Odia by Chandra Sekhar Dash

ଗାଁର କଥା-(୧୫) ଦୂରେ କାହିଁ ଦୂରେ beautiful blog in Odia by Chandra Sekhar Dash

  ଦିପହରର ଭୋଜନ ସରିଲା ପରେ, ପୁଅ ବାହାରିଲା ଗାଁକୁ ଯିବାକୁ। ଓଡ଼ିଆ କହିପାରୁନଥିବା ବୋହୁ ଓ ନାତୁଣୀ ମଧ୍ୟ ଗାଁକୁ ଯିବାକୁ ମିନିଟିକରେ ରେଡି ହୋଇଗଲେ। ଗାଁର ଘର ଦେଖେଇବାକୁ ସେମାନଙ୍କ ସଙ୍ଗରେ ଯିବାକୁ ବହୁତ ଇଛା ହେଲା। କାରରେ ଭୁବନେଶ୍ବରରୁ ଗାଁ, ମାତ୍ର ଘଣ୍ଟାକର ବାଟ। ଗାଁର ଘର ସାମନାରେ ଗାଡ଼ି ରହିବା…

ଗାଁର କଥା (୧୪) – ଇଂଲଣ୍ଡ ଲେଟର beautiful blog in Odia by Chandra Sekhar Dash

ଗାଁର କଥା (୧୪) – ଇଂଲଣ୍ଡ ଲେଟର beautiful blog in Odia by Chandra Sekhar Dash

  ତେର ଚଉଦ ବର୍ଷର ଝିଅଟି ଠିଆ ହୋଇଛି ଭାର୍ଗବୀ ନଦୀ କୂଳରେ । ଗମ୍ଭାରି ଗଛର ଛାଇ ତଳେ। ସେଇଠି ଆମ ଗାଁର ଉତ୍ତର ପଶ୍ଚିମ କୋଣରେ ଭାର୍ଗବୀ ନଈ, ବଙ୍କାହୋଇ ଦକ୍ଷିଣକୁ ବହି ଯାଇଛି। ନଈ ତଟରେ ରାୟ ପୁର ଗାଁର ପୋଷ୍ଟ ଅଫିସ ଓ ଆଉ ଟିକିଏ ଦୂରରେ, ଆମ ହାଇ…