ହାଓଡା ଷ୍ଟେସନଠାରୁ ଏକ ରାସ୍ତା ଆସି ହାଓଡା ମଇଦାନ ଦେଇ ବଙ୍ଗବାସୀ ସିନେମା ହଲଠାରେ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ମିଶିଛି। ସେହି ଛକରେ ବସ ଓ ଟ୍ରାମ ରହେ। ବଙ୍ଗବାସୀ ସିନେମା ହଲଠାରୁ ହୁଗୁଳୀ ନଦୀ କୂଳ ଯାଏଁ ଆଉ ଏକ ରାସ୍ତା ଲମ୍ବିଛି, ତାହାର ନାମ ନିତ୍ୟଧନ ମୁଖାର୍ଜୀ ରୋଡ। ଏହି ରାସ୍ତାରେ…

ହାଓଡା ଷ୍ଟେସନଠାରୁ ଏକ ରାସ୍ତା ଆସି ହାଓଡା ମଇଦାନ ଦେଇ ବଙ୍ଗବାସୀ ସିନେମା ହଲଠାରେ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ମିଶିଛି। ସେହି ଛକରେ ବସ ଓ ଟ୍ରାମ ରହେ। ବଙ୍ଗବାସୀ ସିନେମା ହଲଠାରୁ ହୁଗୁଳୀ ନଦୀ କୂଳ ଯାଏଁ ଆଉ ଏକ ରାସ୍ତା ଲମ୍ବିଛି, ତାହାର ନାମ ନିତ୍ୟଧନ ମୁଖାର୍ଜୀ ରୋଡ। ଏହି ରାସ୍ତାରେ…
ଚେନ୍ନାଇଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତାରେ ପ୍ରାୟ ୩୬୦ କିଲୋମିଟର ଗଲା ପରେ ତ୍ରିଚି ସହର ଆସେ। ୨୦୧୨ ମସିହାରେ ପ୍ରମୋସନ ପରେ ମୁଖ୍ୟ ଆୟକର ଆୟୁକ୍ତ ଭାବରେ ସେଠାରେ ଯୋଗ ଦେବାକୁ ମତେ ନିର୍ଦ୍ଦେଶ ମିଳିଥାଏ। ‘ଭଗବତ-ପିତା’ ନଥିବା ଅଫିସର ରୋଦନ କଲେ କେହି ଶୁଣିବାର ନାହିଁ; ତେଣୁକରି ଏ ଖବର ଶୁଣିକରି…
ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ…
ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…
ଶିବାତ୍ମନ୍, ଆପଣା ଗାଁ’ର ଶିଵମନ୍ଦିର ଶିଉଳି ପଡ଼ିଯାଉଛି, ଧନୀକି ବିଶ୍ବାସ ହଉନି, ଦିଵ୍ୟତ୍ବର ସନ୍ଧାନରେ ଧନବ୍ଯୟ କରି ସେ ଛୁଟି ଯାଉଛି ଦୂରସ୍ଥ ଦେଵାଳୟ । ଅଥବା ସାଇ ମନ୍ଦିରରେ ମଣିଷର ନାହିଁ ନଥିବା ଥାଟପଟାଳି । ସେ କୁଆଡେ ଅବିକା ମାନସିକ ପୂରାଇବାରେ ଶୀଘ୍ରତମ ଦିଅଁ ! ( ହାୟ ବିଡମ୍ବନା ସାଇବାବାଙ୍କୁ ଜୀବଦ୍ଦଶାରେ…
ଵାଣି ଆଵାହନ ସ୍ବର୍ଗତ କଵିଵର ଚିନ୍ତାମଣି ମହାନ୍ତି (ରାଗ – ଚୋଖି) ଆସ ଵାଣି ଵୀଣାପାଣି ଖିଳଵାଣୀ ଵିଶ୍ଵରାଣୀ କାଵ୍ୟ-କଳା-ଠାକୁରାଣୀ କଵିଜନନୀ, ତଵ ନୀରାଜନା ପାଇଁ ଆଶାବୋଳା ନେତ୍ରେ ଚାହିଁ- ଅଛନ୍ତି ଵାସନ୍ତୀ ଲକ୍ଷ୍ମୀ ଫୁଲବରଣୀ; ହର୍ଷେ ଉଭା ଵନ ସୁନ୍ଦରୀ ଚାରୁ ଫୁଲ-ସିଂହାସନ ଵକ୍ଷରେ ଧରି । ୧। ମଳୟ-ମାରୁତ-କରେ ଧରି ପଲ୍ଲଵ-ଚାମରେ ଅଛି…
କାହିଁକି କେଜାଣି ସେ ପଛ କଥା ମନେ ପଡିଲେ ମଧ୍ୟ, ସେ ବିଷୟଟି ମୋର ବ୍ୟକ୍ତିଗତ ସ୍ତରରେ ମାଦକତା ହରାଇ ସାରିଥିଲା। ସେହି ସ୍ମୃତି, ଲିଭି ଲିଭି ଚେନାଏ ପତଳା କୁହୁଡ଼ି ଭଳି ହୋଇସାରିଥିଲା। ସତେ ଯେପରି, ଆପେ ଆପେ ଅଜାଣତରେ ମିଳେଇ ଯିବା ପାଇଁ ଅପେକ୍ଷା କରିଥିଲା । ଏହିପରି ଅବସ୍ଥାରେ, ଆଜି ପୁଣି…
ପ୍ରଥମ ଥର ପାଇଁ ମୁମ୍ବାଇ ଯାଉଛନ୍ତି ଅଂଶୁ | ଶାଶ୍ଵତ ବହୁତ ଅନୁରୋଧ କରି କହିଛନ୍ତି ତାଙ୍କ ଭଉଣୀ ବାହାଘରରେ ଆସିବା ପାଇଁ | ଶାଶ୍ଵତର ବାହାଘରରେ ଭି ଯାଇ ପାରିନଥିଲେ | ଏଆରପୋର୍ଟରୁ ଆଣିବା ପାଇଁ ନିଜେ ଆସିଛନ୍ତି ତାଙ୍କ କୁନି ଝିଅ ଇଶାକୁ ନେଇ | ଇଶା ପାଇଁ ନେଇଥିବା ଚକୋଲେଟକୁ ଦେଲା…
ପ୍ରତି ଦିନ ସକାଳୁ, ଭୁବନେଶ୍ୱରର ବାଇପାସ ରୋଡ଼ରେ, ଏକ ପନ୍ଦର ଜଣିଆ ପ୍ରାତ ଭ୍ରମଣକାରୀ ଦଳର କିଛି ସଦସ୍ୟ, ସାଇ ମନ୍ଦିର ଛକରୁ ଦୟାନଦୀ ପୋଲ ପର୍ଯ୍ୟନ୍ତ, ରାସ୍ତାରେ ଚାଲନ୍ତି। ମନ ଫୁର୍ତ୍ତି ରହିବ, ଡ଼ଆଇବେଟିସ କମିବ, ସ୍ୱାସ୍ଥ୍ୟ ଭଲ ରହିବ- ଏହି ଭଳି ଅନେକ ମହାନ ଲକ୍ଷ୍ୟ ସମସ୍ତଙ୍କର। ଏମିତି ଏକା ଦୁକା…