Bhubaneswar Buzz
ଶିବ ଭକ୍ତିର ଦିଗ୍-ବିଦିଗ  : An article by Sanat Das

ଶିବ ଭକ୍ତିର ଦିଗ୍-ବିଦିଗ : An article by Sanat Das

ଶିବାତ୍ମନ୍, ଆପଣା ଗାଁ’ର ଶିଵମନ୍ଦିର ଶିଉଳି ପଡ଼ିଯାଉଛି, ଧନୀକି ବିଶ୍ବାସ ହଉନି, ଦିଵ୍ୟତ୍ବର ସନ୍ଧାନରେ ଧନବ୍ଯୟ କରି ସେ ଛୁଟି ଯାଉଛି ଦୂରସ୍ଥ ଦେଵାଳୟ । ଅଥବା ସାଇ ମନ୍ଦିରରେ ମଣିଷର ନାହିଁ ନଥିବା ଥାଟପଟାଳି । ସେ କୁଆଡେ ଅବିକା ମାନସିକ ପୂରାଇବାରେ ଶୀଘ୍ରତମ ଦିଅଁ ! ( ହାୟ ବିଡମ୍ବନା ସାଇବାବାଙ୍କୁ ଜୀବଦ୍ଦଶାରେ…