Bhubaneswar Buzz

Odia Articles

#OdiaPostAt11 ରମେଶ ଅଗରୱାଲ ଅନେକ ଟ୍ରକ ଡ୍ରାଇଭରଙ୍କ ଜୀବନ ରକ୍ଷା କରିଛନ୍ତି – ଅନିଦ୍ରା କାରଣରୁ ଏପରି ହଜାର ହଜାର ଡ୍ରାଇଭରଙ୍କ ଦୁଃଖଦ ମୃତ୍ୟୁ ଘଟେ  । କଣ ତାଙ୍କ ପ୍ରୟାସ ଜାଣନ୍ତୁ…

#OdiaPostAt11 ରମେଶ ଅଗରୱାଲ ଅନେକ ଟ୍ରକ ଡ୍ରାଇଭରଙ୍କ ଜୀବନ ରକ୍ଷା କରିଛନ୍ତି – ଅନିଦ୍ରା କାରଣରୁ ଏପରି ହଜାର ହଜାର ଡ୍ରାଇଭରଙ୍କ ଦୁଃଖଦ ମୃତ୍ୟୁ ଘଟେ । କଣ ତାଙ୍କ ପ୍ରୟାସ ଜାଣନ୍ତୁ…

ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁର ସେ ଅକୁହା କଥା: ଆମେ ବସ ଅଥବା ଆରାମଦାୟକ ଚାରି ଚକିଆ ଯାନରେ ରାଜପଥରେ ଯିବାବେଳେ ମାଲବାହୀ ଟ୍ରକଗୁଡ଼ିକ ମଧ୍ୟମ ଗତିରେ ଆଗକୁ ବଢୁଥିବାର ଦେଖୁ । ଗାଡି ଦେହରେ ମେରା ଭାରତ ମହାନ, ହମ ଦୋ ହମାରା ଦୋ ଆଦି ଅନେକ କଥା ଓ ଉପଦେଶରେ ଚିତ୍ର ବିଚିତ୍ର ହୋଇଥାଏ…

#OdiaPostAt11 ଟେବୁଲ ଉପରେ ଛିଡ଼ାହୋଇ ପଢ଼ାଉଥିବା ଏହି ଛୋଟୁସାରଙ୍କୁ ଜାଣନ୍ତୁ

#OdiaPostAt11 ଟେବୁଲ ଉପରେ ଛିଡ଼ାହୋଇ ପଢ଼ାଉଥିବା ଏହି ଛୋଟୁସାରଙ୍କୁ ଜାଣନ୍ତୁ

ହରିୟାଣାର ସାର ଆଜାଦ ସିଂ (ଛୋଟୁ ସାର ନାମରେ ଜଣା) ବୟସ ୨୨ ବର୍ଷ, ଓଜନ 2st ୧୩ lbs, ଉଚ୍ଚତା ମାତ୍ରା ତିନି ଫୁଟ । ବିଶ୍ଵର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଶିକ୍ଷକ ଭାବେ ଗୁଇନିସ ରେକର୍ଡରେ ସ୍ଥାନ ପାଇଛନ୍ତି । କଳାପଟାରେ ପହଞ୍ଚିବା ପାଇଁ ତାଙ୍କୁ ଟେବୁଲ ଉପରେ ଚଢିବାକୁ ପଡ଼େ ।…

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

  ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି…

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି । ଯାହା ଇଛା ଖାଇ ପାରିବେ । ଆଜିର ଯୁଗ କେତେ ସୁବିଧା ହୋଇଗଲାଣି ।…