ପୂଣ୍ୟଭୂଇଁ ଓଡ଼ିଶା ଯାହାର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସନାତନ ଚତୁର୍ଧାମ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଅଦ୍ୟାଵଧି ବଞ୍ଚିରହିଛି ଭାରତର ପ୍ରାଚୀନତମ ତଥା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଯେଉଁଠି ପ୍ରଚଳିତ ଓଡ଼ିଆ ଭାଷା ଆଜିର ଏକମାତ୍ର ଉତ୍ତର ଭାରତୀୟ ଶାସ୍ତ୍ରୀୟ ଭାଷା , ଯାହାର ପଟ୍ଟଚିତ୍ର ଶାସ୍ତ୍ରୀୟ ଵିଦିତ, ଯାହାର ଓଡ଼ିଶୀ ସଙ୍ଗୀତରେ ରହିଛି ଶାସ୍ତ୍ରୀୟତା…
