Bhubaneswar Buzz

Festival

#OdiaPost ରୁକୁଣା ରଥଯାତ୍ରା – ଗୁଣ୍ଡିଚା ଯାତ୍ରାଠୁ ଆହୁରି ପୁରୁଣା ଏ ଯାତ୍ରା

#OdiaPost ରୁକୁଣା ରଥଯାତ୍ରା – ଗୁଣ୍ଡିଚା ଯାତ୍ରାଠୁ ଆହୁରି ପୁରୁଣା ଏ ଯାତ୍ରା

ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ (ଅଶୋକାଷ୍ଟମୀ) ତିଥିରୁ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ରୁକୁଣା ରଥଯାତ୍ରା । ଏହି ରଥଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ରୁକ୍ମିଣୀଙ୍କ ନାମ ଅନୁସାରେ ଏହି ରଥର…

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

ମାଘ ସପ୍ତମୀରୁ ମାଘ ପୂର୍ଣ୍ଣିମା ନଅଦିନ ଧରି ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି କୁମ୍ଭମେଳା । ମେଳାରେ ସାଧୁସନ୍ଥଙ୍କ ସମାବେଶ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ । ଏହି…

#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା

#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା

ଓଡ଼ିଶାର ଗାଁ ଗହଳିରେ ରାମଲୀଳା ବା ରାମ ନାଟକ ହେଉଛି ଏକ ଅତି ପୁରୁଣା ପରମ୍ପରା । ରାମ ନବମୀଠାରୁ ରାମଲୀଳା ପିଣ୍ଡିମାନଙ୍କରେ ଆରମ୍ଭ ହୋଇଯାଏ ରାମଲୀଳା । ଓଡ଼ିଶାର ଅନେକ ଗାଁରେ ରାମଲୀଳା ନାଟକ ମଞ୍ଚସ୍ଥ ହେଉଥିଲେ ହେଁ କନ୍ଧମାଳର ବିଶିପଡ଼ାରେ ଆୟୋଜିତ ହେଉଥିବା ରାମଲୀଳା ସବୁଠୁ ନିଆରା । ଏଠିକାର ରାମଲୀଳା ୧୮୩୫ରୁ ଆରମ୍ଭ…