Bhubaneswar Buzz

Updates

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ…

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

  ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସମଗ୍ର ବିଶ୍ବରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଆମାନଙ୍କର…